Latest Odisha News

BREAKING NEWS

ମୋଦୀଙ୍କୁ ରୋକିବା ଲାଗି କୋଲକାତାରେ ବିରୋଧୀଙ୍କ ମହାମେଳି; ଜାଣନ୍ତୁ, କିଏ କ’ଣ କହିଲେ

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ସରକାରକୁ କ୍ଷମତାଠୁ ଦୂରେଇ ରଖିବାକୁ ବିରୋଧୀ ଦଳମାନେ ଏକଜୁଟ ହୋଇ ବର୍ତ୍ତମାନର ମୋଦୀ ସରକାର ବିରୋଧରେ ଏକ ବିଶାଳ ର‌୍ୟାଲିରେ ଗର୍ଜନ କରିଛନ୍ତି । କୋଲକାତାର ବ୍ରିଗେଡ଼ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ର‌୍ୟାଲିଟିକୁ…

ପୁରୀ: ଟ୍ରେନ ଅତିକ୍ରମ ବେଳେ ରେଳ ଫାଟକ ଖୋଲାଥିବା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ପୁରୀ ଜିଲ୍ଲା ମାଟିଆପଡା ଛକ ନିକଟସ୍ଥ ଟ୍ରେନ ଅତିକ୍ରମ କରୁଥିବା ବେଳେ ଲେବଲ କ୍ରସିଂ ଫାଟକ ପଡିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଶନିବାର ଦିନ ସକାଳ ପ୍ରାୟ ୭ଟା ୨୫ମି. ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ ସେହି ବାଟ ଦେଇ ଅତିକ୍ରମ କରିଥିଲା । ତେବେ ଷ୍ଟେସନ ମାଷ୍ଟର…

ଓଡିଆ ଫିଲ୍ମ ‘ନିମକି’ର ପ୍ରିମିୟରରେ ଯୋଗଦେବେ ଜୟା ବଚ୍ଚନ

ଭୁବନେଶ୍ୱର : ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଆଗାମୀ ସିନେମା ‘ନିମକି-ନିମପୁରରୁ ନବୀନ ନିବାସ’ର ପ୍ରିମିୟର ଶୋରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ବଲିଉଡ଼ର ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ।…

ସାମାଜିକ ସୁରକ୍ଷା ଭତ୍ତାରେ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ମଧୁବାବୁ ପେନସନ୍ ଯୋଜନା(ଏମବିପିୱାଇ)ରେ ସାମାଜିକ ସୁରକ୍ଷା ଭତ୍ତାକୁ ବୃଦ୍ଧି କରିବା ଲାଗି ଘୋଷଣା କରିଛନ୍ତି । ଆମ ଗାଁ ଆମ ବିକାଶ କାର‌୍ୟ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚବିଳୟରେ ‘ଆମ ମୁଖ୍ୟମନ୍ତ୍ରୀ…

ବିପର୍ଯ୍ୟସ୍ତ ଅବସ୍ଥାରେ ମାଲକାନଗିରି ରାସ୍ତା: ଖଟିଆରେ ବୁହାହେଲେ ରୋଗୀ

ମାଲକାନଗିରି : ଏବେବି ଓଡିଶାର ଅନେକ ଅଞ୍ଚଳର ରାସ୍ତାଘାଟ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ସେହିପରି ମଧ୍ୟବର୍ତ୍ତି ଓଡିଶାର ଅନେକ ରାସ୍ତାଘାଟ ଦୂରାବସ୍ଥା କହିଲେ ନଚଳେ । ବପଦଜନ୍ନକ ରାସ୍ତା ତଥା ଅନୁନ୍ନତ ଅଞ୍ଚଳରେ ଯୋଗଯୋଗ ବ୍ୟବସ୍ଥା ଅବହେଳିତ ଅବସ୍ଥାରେ ଥିବାରୁ ସାଧାରଣତଃ ରୋଗୀମାନେ…

ଭାଇରାଲ୍ ହେଉଛି କୁମ୍ଭମେଳାର ସାଟେଲାଇଟ୍ ଫଟୋଚିତ୍ର

ଆଲହ୍ଲାବାଦ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଐତିହାସିକ ମହାକୁମ୍ଭ ମେଳାର ସାଟେଲାଇଟ ଫଟୋ ଶେୟାର କରାଯାଇଛି । ଇସ୍ରୋ ଅନୁଯାୟୀ, ଏହି ଫଟୋ ଜାନୁଆରୀ ୧୬ ତାରିଖରେ ଭାରତୀୟ ରିମୋଟ ସେସିଂଙ୍ଗ…

ଭୁବନେଶ୍ୱର: କିରୋସିନରେ ଜଳି ପରିବାରର ୩ଜଣ ସଦସ୍ୟ ଗୁରୁତର ଆହତ

ଭୁବନେଶ୍ୱର: ରାଜଧାନୀର ଲିଙ୍ଗରାଜ ଥାନା ପୋଲିସ ୩ ଜଣ ବ୍ୟକ୍ତିଙ୍କୁ ନିଆଁରେ ଜଳିଯାଇ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାଜଧାନୀ ଉପକଣ୍ଠସ୍ଥ କପିଳେଶ୍ୱର କେନାଲ ନିକଟବର୍ତ୍ତୀ ଏକ ବସ୍ତିରେ ଥିବା ଗୋଟିଏ…

ଅସ୍ତରଙ୍ଗ ଓ କୁଜଙ୍ଗରେ ଆରମ୍ଭ ହେଲା ବାର୍ଷିକ ଡଲଫିନ୍ ଗଣନା

ବ୍ରହ୍ମଗିରି/ପାରାଦୀପ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ଶନିବାର ଦିନ ଏକାଧାରରେ ବାର୍ଷିକ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ପୁରୀ ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ଅସ୍ତରଙ୍ଗ ଉପକୂଳର ଅରଖକୁଦ ତଟବର୍ତ୍ତୀ ସ୍ଥାନରେ ଡଲଫିନ୍ ମୁଣ୍ଡ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।…

ଘନ କୁହୁଡି ଯୋଗୁଁ ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଶନିବାର ସକାଳୁ ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରପ୍ତ ହୋଇଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଘନ କୁହୁଡିର ଆସ୍ତରଣରେ ସବୁଆଡ ଆଚ୍ଛାଦିତ ହୋଇଥିବାରୁ ପ୍ରାୟ ୬ଟି ବିମାନ ଉଡାଣରେ…

ମାର୍ଚ୍ଚରେ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ଘୋଷଣା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସହିତ ଲୋକସଭା ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ୧ – ଭାରତର କେତୋଟି ରାଜ୍ୟ ଯଥା - ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ବିଧାନସଭା…