Latest Odisha News

BREAKING NEWS

ଏୟାର ଇଣ୍ଡିଆକୁ ଋଣ ବୋଝ ଅସମ୍ଭାଳ; ଯାତ୍ରୀଙ୍କୁ ଦେଲା ଏହି ବିଶେଷ ଅଫର

ନୂଆଦିଲ୍ଲୀ: ଋଣ ବୋଝ ତଳେ ସରକାରୀ ଏୟାରଲାଇନ ଏୟାର ଇଣ୍ଡିଆ । ବିମାନ ଯାତ୍ରୀଙ୍କ ପାଇଁ ଏକ ବିଶେଷ ଅଫର ଆଣିଛି । ଏୟାର ଇଣ୍ଡିଆ ଏହି ଅଫର ବିଷୟରେ ନିଜ ୱେବସାଇଟରେ ସୂଚନା ଦେଇଛି । ଏଥିରେ ଆପଣ ମାତ୍ର ୭୯୯ ଟଙ୍କାରେ ବିମାନ ଯାତ୍ରା କରିପାରିବେ । ଏହାବ୍ୟତୀତ ୪,୫୦୦ ଟଙ୍କାରେ ବିଦେଶ ମଧ୍ୟ…

ସିନେମାର ରୂପ ନେବ ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କ ହତ୍ୟା ଘଟଣା

ମୁମ୍ବାଇ: ଆଜିର ସମୟରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ମାନେ ରିୟଲ ଲାଇଫ କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହା ଲୋକପ୍ରିୟତା ସାଉଁଟିବା ନିର୍ଦ୍ଦେଶକ ମାନଙ୍କୁ ଲାଭାନ୍ବିତ ମଧ୍ୟ କରାଉଛି। ନିକଟରେ ହାଇଦ୍ରାବାଦର ଭେଟେରିନାରି ଡାକ୍ତରଙ୍କ ବଳାତ୍କାର ପରେ…

ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇ ସ୍ଥିତ ଜିଏସ୍‌ଟି ଭବନରେ ଆଜି ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମୁମ୍ବାଇର ଭାୟଖଲା ଅନ୍ତର୍ଗତ ମହାରାଣା ପ୍ରତାପ ଚୌକ ଠାରେ ଥିବା ଜିଏସ୍‌ଟି ଭବନର ୮ମ ମହଲାରେ ନିଆଁ ଲାଗିଛି । ଫଳରେ ଅନେକ ଲୋକେ କୋଠାରେ ଫଶି ରହିଥିବା ଅଶଙ୍କା କରାଯାଉଛି । ଏଥିସହ ନିଆଁ ଲାଗିବା…

ଶାହିନବାଗ ଆନ୍ଦୋଳନ: ଆନ୍ଦୋଳନକାରୀଙ୍କ ସହ କଥା ହେବେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥି…

ନୂଆଦିଲ୍ଲୀ: ପାଖାପାଖି ୨ ମାସ ହେବ ଶାହିନ ବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଦିନ ଶୁଣାଣି କରିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶାହିନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବ ପାଇଁ ସୁପ୍ରିମକୋର୍ଟ ଅଦାଲତ ଜଣେ…

୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଜରିମାନା ଲାଗୁ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା । ଏନେଇ ସୁପ୍ରିମକୋର୍ଟ ଆଜି ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି । ରାଜ୍ୟରେ ସାମୂହିକ ରୋଷେଇ ଶାଳ ନିର୍ମାଣ କରାଯାଇଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିବାକୁ ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ…

ଓଡ଼ିଶା ବଜେଟ୍ ସମ୍ପର୍କରେ ଜାଣିବାକୁ ଡାଉନଲୋଡ଼ କରନ୍ତୁ ଏହି ଆପ୍ପ୍‌

ଭୁବନେଶ୍ୱର: ଓଡ଼ିଶାର ୨୦୨୦-୨୧ ବଜେଟ୍ ସମ୍ପର୍କରେ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ବିବରଣୀ ଜଣାଇବାକୁ ରାଜ୍ୟ ସରକାର ‘ଓଡ଼ିଶା ବଜେଟ୍‌’ ନାମକ ଏକ ନୂଆ ମୋବାଇଲ୍ ଆପ୍ ଲଞ୍ଚ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଯେକୌଣସି ବ୍ୟକ୍ତି ଓଡ଼ିଶା ବଜେଟ ସମ୍ପର୍କୀତ ଏହି ଡ଼ିଜିଟାଲ୍ ପର୍ମର…

ମାଆ କୋଳରୁ ଜନ୍ମ ନେଲା ଅଦ୍ଭୁତ ଶିଶୁ; ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି

କଟକ: କଟକ ଶିଶୁଭବନରେ ଏକ ବିରଳ ନବଜାତ ଶିଶୁପୁତ୍ରକୁ ଭର୍ତ୍ତି କରାଯାଇଛି । ଶିଶୁଟିର ଅନ୍ତନଳୀ ଓ ଯକୃତ ଶରୀର ବାହାରେ ଅଛି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା କୁଲଢ଼ା ଗାଁର ସୁଜାତା ଗୌଡ ଶନିବାର ଦିନ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଶିଶୁର…

ଫାଇଟର ପାଇଲଟ ଭୂମିକାରେ କଙ୍ଗନା

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରାନାୱତ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ । ତେଜସ ନାମକ ତାଙ୍କର ଆଗାମୀ ଫିଲ୍ମରେ ସେ ଜଣେ ଫାଇଟର ପାଇଲଟ ଭୂମିକା ନିର୍ବାହ କରୁଛନ୍ତି । ଏହି ଫିଲ୍ମର ଫାର୍ଷ୍ଟ ଲୁକ୍ କଙ୍ଗନା ଶେୟାର କରିଛନ୍ତି । ପାଇଲଟ ଭାବେ ଗ୍ଲାମର କୁଇନ କଙ୍ଗନା ଆହୁରି…

ଜନ୍ମ ହେଉ ହେଉ ମୁଣ୍ଡ ଉପରେ ୧୮ ହଜାରରୁ ଅଧିକ ଋଣ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଋଣରେ ବୁଡିଛି ଓଡ଼ିଶା । ଜନ୍ମ ହେବା କ୍ଷଣି ଛୋଟ ଛୁଆ ମୁଣ୍ଡରେ ଝୁଲୁଛି ୧୮ ହଜାର ଟଙ୍କାରୁ ଅଧିକ ଋଣ । କାରଣ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ବଢ଼ି ୧୮୪୯୭.୫୮ ଟଙ୍କାରେ ପହଂଚିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ଦେବୀ ରଂଜନ…

ବିଶ୍ୱର କେଉଁ ଦେଶ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ? ଜାଣନ୍ତୁ

ନୂଆଦିଲ୍ଲୀ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏଯାଏଁ ଚୀନରେ ଘାତକ କରୋନା ଭାଇରସ ଯୋଗୁଁ ୧,୭୭୦ଜଣଙ୍କ ମୃତ୍ୟୁ ହୋଇସାରିଛି । ପାଖାପାଖି ୭୦, ୫୪୮ରୁ ଅଧିକ ଲୋକ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି । ଚୀନ ବ୍ୟତୀତ ବିଶ୍ୱର ଅନେକ ଦେଶରେ ୧୦୦ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି ।…