‘ସୁନ୍ଦରୀ’ ବାଘୁଣୀ ପୁଣି ସାତକୋଶିଆ ଜଙ୍ଗଲରେ ବୁଲିବ
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ସରକାରଙ୍କ ବନବିଭାଗ ପୁଣି ଥରେ ବାଘୁଣୀ ସୁନ୍ଦରୀକୁ ଛାଡ଼ିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ (ଏନଟିସିଏ) ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି…