ବଲିଉଡ ଗାୟକ ଶଙ୍କରଙ୍କ ଧୁନରେ ମତୁଆଲା ହେଲା ଡଟ୍ ଫେଷ୍ଟ ଅନ୍ତିମ ସନ୍ଧ୍ୟା
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଡଟ୍ ଫେଷ୍ଟର ଶେଷ ସନ୍ଧ୍ୟା ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ସିଙ୍ଗର ଶଙ୍କର ମହାଦେବନ ।
ଅନେକ ଦିନ ଧରି ଡଟ ଫେଷ୍ଟର ସନ୍ଧ୍ୟାରେ ରାଜଧାନୀ ବାସୀ ମତୁଆଲା ହେଉଥିବା ବେଳେ ଏହି ଫେଷ୍ଟ ଉଦଯାପିତ…