ରାଫେଲ ଡିଲ୍ ନେଇ ସମସ୍ତ ଆବେଦନ ସୁପ୍ରିମକୋଟଙ୍କ ଦ୍ୱାରା ଖାରଜ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କେନ୍ଦ୍ରସରକାରଙ୍କ ବିରୋଧୀ ଦଳ ମାନଙ୍କ ପକ୍ଷରୁ ଅଣାଯାଇଥିବା ରାଫେଲ୍ ଡିଲ୍ ଅନିୟମିତତା ଅଭିଯୋଗ ମାମଲାର ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି, ଏହି ରାଫେଲ ଡ଼ିଲରେ କୌଣସି…