୨ୟ ଦିନରେ ଐତିହାସିକ କଟକ ବାଲିଯାତ୍ରା
କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିନ। ଐତିହାସିକ ପଟିଆବନ୍ଧ ନଦୀ ପଠାରେ ଆୟୋଜିତ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର ।
ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଚଳିତ ବର୍ଷ ୧୦ଦିନ ପାଇଁ ଆୟୋଜନ…