Latest Odisha News

BREAKING NEWS

ବୀର କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଦେହାନ୍ତ, ଯାହାଙ୍କୁ ନେଇ ନିର୍ମିତ ହୋଇଥିଲା ‘ବର୍ଡର’

ନୁଆଦିଲ୍ଲୀ : ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ମହାନାୟକ ତଥା ‘ବର୍ଡର୍’ ଫିଲ୍ମରେ ସନ୍ନି ଦେଓଲ ଯେଉଁ ଭୂମିକାରେ ନଜର ଆସିଥିଲେ, ସେହି ମେଜର୍ କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଶନିବାର ଦିନ ୭୭ ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ୧୯୭୧…

ସାବରିମାଲା ବିବାଦ ପ୍ରସଙ୍ଗ: ଖୋଲିଲା ମନ୍ଦିର, ବଢିଲା ଉତ୍ତେଜନା

କେରଳ : ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଏହି ମନ୍ଦିର ଖୋଲିବାର ଦିନକପରେ ଉତ୍ତେଜନା ବଢୁଥିବା ବେଳେ ସାବରିମାଲା କର୍ମ ସମିତି ପକ୍ଷରୁ ଆଜି କେରଳରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁ ଏକ୍ୟା…

ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ନିର୍ମାଣକୁ ମହିଳାଙ୍କ ବିରୋଧ, ଗଛର ସୁରକ୍ଷା ଲାଗି ପୋଲିସ ସହ ଧସ୍ତାଧସ୍ତି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଝିଙ୍କରଡିହି ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା ଚାଲିଥିବାବେଳେ ଶତାଧିକ ମହିଳା ଶନିବାର ଏହାକୁ ବିରୋଧ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୋଲିସ୍ ର ଉପସ୍ଥିତିରେ ଗଛ କଟା ଯାଉଥିଲାବେଳେ ଲୋକମାନେ ପୋଲିସକୁ ଠେଙ୍ଗାବାଡି ଦେଖାଇ…

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଲାଗି ସାକ୍ଷୀଗୋପାଳ ଚଳଚଞ୍ଚଳ

ସାକ୍ଷୀଗୋପାଳ: ଆଜି ହେଉଛି ପବିତ୍ର ଅଁଳା ନବମୀ, ଏହି ପବିତ୍ର ଦିନରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଛି । ଆଜି ଶ୍ରୀରାଧାଙ୍କର ପବିତ୍ର ପାଦ ଦର୍ଶନ କରିବେ ଭକ୍ତମାନେ ।…

ଫୁଲବାଣୀ: ବିବାହ କଲେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ

ଫୁଲବାଣୀ : ଏକଦା ସିପିଆଇ(ମାଓବାଦୀ)ର ଏକ ସକ୍ରୀୟ ସଦସ୍ୟ ଥିବା ଜ୍ୟୋତି ମାଡ଼କାମୀ ନାମକ ଜଣେ ମହିଳା ମାଓ କ୍ୟାଡର ସମାଜର ମୁଖ୍ୟସ୍ରୋତକୁ ଫେରି ଆସି ଶୁକ୍ରବାର ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଫୁଲବାଣୀ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ରୀତିନୀତି…

ବାଲେଶ୍ୱର: ଗ୍ରାମବାସୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟସ୍ଥ ହାତିମୁଣ୍ଡା ଗାଁରେ ଶୁକ୍ରବାର ରାତିରେ ଗ୍ରାମବାସୀ ଓ ବନ ବିଭାଗ ମଧ୍ୟରେ ମୁହାଁମୁହିଁ ହୋଇଥିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଗାଁରେ ହାତୀ ଘଉଡାଇବା ପାଇଁ ନୀଳଗିରି ରେଞ୍ଜରଙ୍କ ସହ ଫରେଷ୍ଟ ଗାର୍ଡ ଓ ୬ଜଣ ବନ…

ଆଇଏଏସ୍ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବେ, କେନ୍ଦ୍ରରୁ ମିଳିଲା ସବୁଜ ସଙ୍କେତ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ନେବା ଆବେଦନକୁ ଶୁକ୍ରବାର ଦିନ କେନ୍ଦ୍ରରୁ ସବୁଜ ସଙ୍କେତ ମିଳିବା ପରେ ଏବେ ରାଜନୀତିରେ ମିଶିବାର ତାଙ୍କର ସମସ୍ତ ବାଟ ଫିଟିଯାଇଛି । ଏସମ୍ପର୍କରେ କେନ୍ଦ୍ରର ଆଧିକାରୀକ ଘୋଷଣା ହେବା ପରେ…

ଓପିନିଅନ ପୋଲ୍: ଓଡ଼ିଶାରେ ବୃଦ୍ଧି ପାଉଛି ବିଜେଡ଼ିର ଶକ୍ତି

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଶାସକ ବିଜେଡ଼ି ଦଳ ପ୍ରତି ସେମିତି କିଛି ବିଶେଷ ପ୍ରତିବନ୍ଧକ ନାହିଁ । ବିଜୁ ଜନତା ଦଳ ଆଗାମୀ ନିର୍ବାଚନରେ ସୁରୁଖୁରୁରେ ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପିର ଅଭ୍ୟୁଦୟ ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ତାହା ପ୍ରକୃତରେ ନାହିଁ । ଆଗାମୀ ନିର୍ବାଚନକୁ…

ବନ୍ଧୁକ ଚୋରା ଚାଲାଣ ଅଭିଯୋଗରେ ଅଟୋ ଡ୍ରାଇଭର ଗିରଫ

ଭୁବନେଶ୍ୱର : ଖଣ୍ଡଗିରି ପୋଲିସ ଶୁକ୍ରବାର ଦିନ ଜଣେ ଅଟୋ ଡ୍ରାଇଭରକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଓ ୩ଟି ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତର ନାମ ମୁସ୍ତାକ ଅଲ୍ଲୀ ଖାନ୍ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସେ ବନ୍ଧୁକ ଚୋରା ଚାଲାଣ ଓ ଅସ୍ତ୍ରଶସ୍ତ୍ର ବ୍ୟବସାୟ କରିବା…

ରାଜ୍ୟସ୍ତରୀୟ ‘ନବଜାତ ଯତ୍ନ ସପ୍ତାହ’ ଉଦଘାଟିତ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ନବଜାତ ଯତ୍ନ ସପ୍ତାହ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।…