କଟକ ବାଲିଯାତ୍ରା ଅବଧି ୧୧ ଦିନକୁ ବୃଦ୍ଧି ହେଲା
କଟକ: ଓଡ଼ିଶାର ସବୁଠୁ ବଡ଼ ବାଣିଜ୍ୟମେଳା ‘ବାଲିଯାତ୍ରା’ର ଅବଧି ୧୧ଦିନକୁ ବୃଦ୍ଧି ପାଇଛି । କଟକ ଗଡ଼ଗଡ଼ିଆ ଘାଟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରସିଦ୍ଧ ବାଲିଯାତ୍ରା ଏବର୍ଷ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ସାଧାରଣତଃ ଏହି ଐତିହାସିକ ବାଲିଯାତ୍ରା ଉତ୍ସବ ଓ…