‘ବିଶ୍ୱକପ ହକି’ ବେଳେ ଓଡିଶା ଅନ୍ୱେଷଣ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ୪୯ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକିର ଚିତ୍ତାକର୍ଷକ ମ୍ୟାଚ ଗୁଡିକର ମଜ୍ଜା ନେବା ସହିତ ଓଡିଶାରେ ଥିବା ଐତିହ ଓ ସଂସ୍କୃତି…