ଅଭିଜିତ ମିତ୍ରଙ୍କ ଜାମିନ ଆବେଦନ ଖାରଜ, ଏବେ ନିମାପଡ଼ା ସବ-ଜେଲରେ
ନିମାପଡ଼ା: ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର ଏବେ ନିମାପଡ଼ା ସବ-ଜେଲରେ । ପୁରୀ ଜିଲ୍ଲା କୋଣାର୍କର ପ୍ରଥମ ଶ୍ରେଣୀ ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ଜେଏମଏଫସି) ଗୁରୁବାର ଦିନ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେବା ପରେ ତାଙ୍କୁ ଏବେ ନିମାପଡ଼ା ସବ-ଜେଲକୁ ପଠାଇଦିଆଯାଇଛି ।…