ସୋନପୁର ପୋଲିସ ଦ୍ୱାରା ୪ ଲୁଟେରା ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ
ସୋନପୁର : ସୋନପୁର ପୋଲିସ ମଙ୍ଗଳବାର ଦିନ ୪ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ଚୋରୀ ସାମଗ୍ରୀ ଜବତ କରିଛି ।
ବିଶେଷ ସୁତ୍ରରୁ ଜଣାପଡିଛି ଏହି ଲୁଟେରା ମାନଙ୍କ ନିକଟରୁ ୧୦ ଗ୍ରାମ ଓଜନର ସୁନା ବିସ୍କୁଟ ସମେତ ଦୁଇ ଲକ୍ଷର ଅଧିକ ଟଙ୍କାର ଚୋରି ସାମଗ୍ରୀ ପୋଲିସ ଜବତ…