ଇଣ୍ଡୋନେସିଆରେ ସୁନାମୀ ମୃତ୍ୟୁ ସଂଖ୍ୟା ୪୦୦ ଛୁଇଁଲା
ଇଣ୍ଡୋନେସିଆ : ଇଣ୍ଡୋନେସିଆର ସୁଲାୱାସି ଦୀପରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଏବେ ପ୍ରଳୟକାରୀ ସୁନାମୀ ଆସିଛି ।
ଏହି ସୁନାମୀରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ସୂଚନା…