ବିପଦ ସଙ୍କେତ ଉପରେ ବଂଶଧାରା ଜଳସ୍ତର, ଗଜପତି ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ
କାଶୀନଗର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ି ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି ।
ଅନ୍ୟପକ୍ଷରେ ଗଜପତି ଜିଲ୍ଲା କାଶୀନଗରଠାରେ ଥିବା ବଂଶଧାରା ନଦୀ ଉପରମୁଣ୍ଡରେ ଥିବା ଗୁଡ଼ାରୀ, ଗୁଣୁପୁର, କୁଟାଗଡ଼,…