ତେଲଦର ନିୟନ୍ତ୍ରଣ ଲାଗି ଭାଟ୍ କମ କରିବାକୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପରାମର୍ଶ
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ତୈଳଦର ହ୍ରାସ ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ।
“ରାଜ୍ୟ ସରକାର ପୂର୍ବରୁ ତୈଳରୁ ୩୦୦୦ କୋଟି ଟଙ୍କା ବାର୍ଷିକ ରାଜସ୍ୱ ଟିକସ ଆଦାୟ କରୁଥିବା ବେଳେ…