Latest Odisha News

BREAKING NEWS

ମାଲକାନଗିରି: ପୋଲିସ-ମାଓବାଦୀଙ୍କ ମଧ୍ୟରେ ଚାଲିଛି ପ୍ରବଳ ଗୁଳି ବିନିମୟ

ମାଲକାନଗିରି: ଓଡ଼ିଶାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ଥିବା ପାହାଡ଼ିଆ ତୁଳସୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଗତରାତିରୁ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଚାଲିଛି । ମିଳିଥିବା ତଥ୍ୟ ଅନୁଯାୟୀ, ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ିଆ ଘଞ୍ଚ ଜଙ୍ଗଲରେ…

ପଶ୍ଚିମ ଓଡିଶାରେ ଧୂମଧାମରେ ପାଳିତ ହେଉଛି ନୂଆଁଖାଇ ପର୍ବ

ଭୁବନେଶ୍ୱର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇ ଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇ ପୀଠ ମଧ୍ୟ ଏକପ୍ରକାର ଚଳଚଞ୍ଚଳ । ଏହି ପର୍ବକୁ ନେଇ ପୁରପଲିରେ ଉତ୍ସବର ମାହୋଲ ଲାଗିରହିଥିବା ବେଳେ ଘରେ ଘରେ ପିଠାପଣା ସାଙ୍ଗକୁ…

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଆଶୁ ମହାରାଜ ଗିରଫ

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ଆଶୁ ମହାରାଜଙ୍କୁ ପୋଲିସ ଗତରାତିରେ ଗିରଫ କରିଛି । ବାବାଙ୍କ ନାମରେ ନାବାଳିକା ଦୁଷ୍କର୍ମ ପରି ସଙ୍ଗୀନ ଅଭିଯୋଗ ରହିଛି । ଜଣେ ମହିଳା ଏବଂ ତାଙ୍କର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗତ ରାତିରେ ଦିଲ୍ଲୀ ପୋଲିସ ଗିରଫ କରିଥିବା କଥା ଗଣମାଧ୍ୟମକୁ…

ଦାମଙ୍କ ପ୍ରଳାପକୁ ଓଡ଼ିଶାବାସୀ ଗ୍ରହଣ କରୁନାହାନ୍ତି: ବିଜେଡ଼ି

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେଡ଼ିରୁ ବହିଷ୍କୃତ ହେବାପରେ ଦଳ ବିରୋଧରେ ବିଷୋଦଗାର କରିବାରେ ଲାଗିଛନ୍ତି । ଆଜି ଗଣମାଧ୍ୟମ ଆଗରେ ମଧ୍ୟ ଦାମୋଦର ରାଉତ କହିଛନ୍ତି ସେ କୋøଣସି ଦଳର ଟିକେଟରୁ ନୁହେଁ ବରଂ ଏକାକୀ ନିର୍ବାଚନ ଲଢିବେ । ଦଳରୁ ବହିଷ୍କୃତ ହେବା ପରେ ପରେ ଅନେକ ବରିଷ୍ଠ…

ଜଷ୍ଟିସ୍ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ, ଅକ୍ଟୋବର ୩ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତର ରାଷ୍ଟ୍ରପତି ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି । ତେବେ ବର୍ତ୍ତମାନର ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅକ୍ଟୋବର ୨ରେ ଅବସର ଗ୍ରହଣ ନେବା ପରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଜଷ୍ଟିସ…

୮ଟି ଜିଲ୍ଲାରେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ତୋଫାନ ସହ ବଜ୍ରପାତ ହେବାର ସତର୍କ ସୂଚନା ଜାରି କରିଛନ୍ତି । ପାଣିପାଗ କେନ୍ଦ୍ରର ସୂଚନାନୁସାରେ ରାଜ୍ୟର ୮ଟି ଜିଲ୍ଲାରେ ଗୁରୁବାର ସନ୍ଧ୍ୟା ୭ଟା…

ଆମ୍ରିି ହସ୍ପିଟାଲରେ ‘ଜରୁରୀକାଳୀନ ଔଷଧି ଦକ୍ଷତା’ କର୍ମଶାଳା, ୫୦ଜଣ ଡ଼ାକ୍ତରଙ୍କ ଯୋଗଦାନ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲ ଭୁବନେଶ୍ୱର ତରଫରୁ ‘ମୌଳିକ ଜରୁରୀକାଳୀନ ଔଷଧି ଦକ୍ଷତା’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଅଧିକ ଡାକ୍ତରମାନେ ଯୋଗ ଦେଇଥିଲେ, ଯେଉଁଠାରେ ଚିକିତ୍ସା ଜନୀତ ଜରୁରୀକାଳୀନ ସ୍ଥିତିରେ ବିଭିନ୍ନ…

ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ: ନବୀନ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେଡ଼ିରୁ ବହିଷ୍କୃତ ହେବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତାଙ୍କର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ କହିଛନ୍ତି ଯେ, ଦାମୋଦର ରାଉତ ଦଳବିରୋଧି…

ମହୁମାଛି ଆକ୍ରମଣରେ ଜଣେ ଛାତ୍ର ମୃତ, ୫ ଗୁରୁତର

ରାୟଗଡା : ରାୟଗଡା ଜିଲ୍ଲାରେ ମହୁମାଛି ଆକ୍ରମଣରେ ୫ଜଣ ଛାତ୍ର ଗୁରୁତର ହେବା ସଙ୍ଗେସଙ୍ଗେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲାର କାରୁବାଇ ଆଶ୍ରମର ସ୍କୁଲର ପାଖାପାଖି ୧୦ ଜଣ ପିଲା ଗଣେଶ ପୂଜାରେ ସାଜସଜ୍ଜା କରିବା ପାଇଁ ଜଙ୍ଗଲକୁ ପତ୍ର ଆଣିବା ପାଇଁ ଯାଇଥିଲେ…

ବାଲେଶ୍ୱରରେ ଯୁବକଙ୍କୁ ଛୁରାମାଡ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାଲୁ ବଜାର ଅଞ୍ଚଳରେ ଏକ ଶୋଭାଯାତ୍ରା ସମୟରେ ଜଣେ ଯୁବକଙ୍କୁ ଛୁରାମାଡ ଘଟଣା ନଜରକୁ ଆସିଛି । ସୂଚନା ଅନୁଯାୟୀ ଉକ୍ତ ଯୁବକଙ୍କ ନାମ ସେକ୍ ସରଫରାଜ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…