Latest Odisha News

BREAKING NEWS

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ଭାବେ ନିଯୁକ୍ତ ହେଲେ ବିଶ୍ୱଜିତ ବିଶ୍ୱାଳ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ସାମାନ୍ୟ ଅଦଳ ବଦଳ ହୋଇଛି । ସୋମବାର ଦିନ ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଶ୍ୱଜିତ ବିଶ୍ୱାଳଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ଭାବେ ନିଯୁକ୍ତ କରିଛନ୍ତି । ପୂର୍ବରୁ ଏହି ପଦବୀରେ ରହିଥିବା ପ୍ରଦୀପ…

‘ଭାରତ ବନ୍ଦ’ ଯୋଗୁଁ ରାଜଧାନୀରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅତ୍ୟଧିକ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ପାଳନ ଯୋଗୁଁ ସୋମବାର ସକାଳରୁ ଦୀର୍ଘ ୯ ଘଣ୍ଟା ଧରି ରାଜଧାନୀରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା । ରାଜଧାନୀରେ ଦୀର୍ଘ ୯ ଘଣ୍ଟା ଧରି ପ୍ରାୟ ସମସ୍ତ…

ବନ୍ୟା ସମୀକ୍ଷା କରି ୭ ଦିନ ଲାଗି ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟ ଠାରେ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବନ୍ୟା ପ୍ରଭାବିତ ୩ଟି ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିବା ପରେ…

ଓଡ଼ିଶା ବିଧାନସଭା ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ ରହିଲା

ଭୁବନେଶ୍ୱର: କଂଗ୍ରେସ ଦଳର ହଟ୍ଟଗୋଳ ଯୋଗୁଁ ଓଡ଼ିଶା ବିଧାନସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରହିଲା । ଆଜି ବିଧାନସଭାରେ ଗୃହ କାର୍ଯ୍ୟ ଦିନ ୧୦:୩୦ରେ ଆରମ୍ଭ ହେବା ମାତ୍ରେ ବିରୋଧି କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି କେନ୍ଦ୍ର ସରକାରଙ୍କ ପେଟ୍ରୋଲ୍ ଓ ଡ଼ିଜେଲ୍ ଦର ବୃଦ୍ଧି…

ମୟୁରଭଞ୍ଜରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଟିକାୟତପୁର ଗ୍ରାମର ତଳସାହିରେ ଜଣେ ଆଦିବାସୀ ମହିଳାଙ୍କୁ ରବିବାର ରାତିରେ ୪ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂତ୍ରରୁ ପ୍ରକାଶ, ରାତି ୧୨ଟାରେ ୪ ଜଣ ଅସାମାଜିକ ବ୍ୟକ୍ତି ଉକ୍ତ ମହିଳାଙ୍କ ଘରେ…

‘ଭାରତ ବନ୍ଦ’: ବାତିଲ ହୋଇଥିବା ଟ୍ରେନ ତାଲିକା

ଭୁବନେଶ୍ୱର: ସାରା ଦେଶରେ ଆଜି କଂଗ୍ରେସ ତଥା ଅନ୍ୟ ୧୭ଟି ରାଜନୈତିକ ଦଳ ପକ୍ଷରୁ ‘ଭାରତ ବନ୍ଦ’ ଅନ୍ଦୋଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହିତ ଯାନବାହନ, ଟ୍ରେନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦ ପାଳନ ଯୋଗୁଁ ଓଡ଼ିଶାର ବିଭିନ୍ନ ଷ୍ଟେସନରେ କେତେକ…

କଂଗ୍ରେସର ‘ଭାରତ ବନ୍ଦ’: ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଦେଶବ୍ୟାପୀ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ ଦଳ । ଏହି ବନ୍ଦ ଡ଼ାକରାକୁ ମଧ୍ୟ ଦେଶର ୧୭ଟି ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ତେବେ ଓଡ଼ିଶାରେ ଆଜିର ଏହି ଭାରତ ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି…

ଅତ୍ୟଧିକ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ‘ଭାରତ ବନ୍ଦ’

ଭୁବନେଶ୍ୱର: ମାତ୍ରାଧିକ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଆଜି ଦେଶବ୍ୟାପୀ ‘ଭାରତ ବନ୍ଦ’ ଡ଼ାକରା ଦିଆଯାଇଛି । ସମଗ୍ର ଦେଶରେ ଗତ ସପ୍ତାହରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ଏହି ଅହେତୁକ ପେଟ୍ରୋଲ ଓ ଡ଼ିଜେଲ୍ ଦର ବୃଦ୍ଧିକୁ ବିରୋଧ କରି…

ଉଦଯାପିତ ହେଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ, ଓଡ଼ିଶୀର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ୱରରେ ୩ଦିନ ଧରି ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ନାଟ୍ୟ ଜଗତର ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ଡ଼ଃ ସଚୀ ଦାସ ଓ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ନାଲକୋ ଗୁରୁ…

ଆନ୍ତର୍ଜାତିକ ଖୋଖୋରେ ଓଡ଼ିଶା ଝିଅଙ୍କ ଚମତ୍କାର ଖେଳ ପ୍ରଦର୍ଶନ

ଭୁବନେଶ୍ୱର: ସସ୍ମିତା ନାଥଶର୍ମା, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କଲେଜର ଜଣେ ଛାତ୍ରୀ । ଲଣ୍ଡନ ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଖୋଖୋ ଚାମ୍ପିୟନସିପରେ ଭାରତୀୟ ଖୋଖୋ ଦଳକୁ ପ୍ରତିନିଧିତ୍ୱ କରୁଥିଲେ ସସ୍ମିତା । ଓଡ଼ିଶାର ଏହି ଉଦୀୟମାନ ଖୋଖୋ ଖେଳାଳିଙ୍କ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ…