Latest Odisha News

BREAKING NEWS

୨୩ ଲକ୍ଷ ଟଙ୍କାରେ ନିଲାମ ହେଲା ଏହି ଖେଳାଳିଙ୍କ ଜର୍ସି, ଜାଣନ୍ତୁ

ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ଏକ ଜର୍ସି ୨୩ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।୧୯୭୧ରେ ଜେନେରିଆର ମାରାକାନା ଷ୍ଟାଡିୟମରେ ଖେଳା ଯାଇଥିବା ଯୁଗୋସଲୋଭିକିଆ ବିପକ୍ଷ ଅନ୍ତିମ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଏହାକୁ ପିନ୍ଧିଥିଲେ । ଇଟାଲୀର ତୁରିନ ସହରରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ…

ପୁରୀ ଗଣଦୁଷ୍କର୍ମ ମାମଲା: ଗିରଫ ହେଲେ ଆଉ ୨ ଜଣ ବ୍ୟକ୍ତି

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୁଣି ଦୁଇ ଜଣ ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ଦମ୍ପତ୍ତି ଦ୍ୱୟ ରଞ୍ଜିତ ପରିଡା ଏବଂ ସୌମ୍ୟ ଶେଫାଳିକା ପରିଡା ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ । ପୋଲିସର…

ଜାଣନ୍ତୁ, ଶ୍ରୀମନ୍ଦିରସ୍ଥ ସର୍ବପୁରାତନ କଳ୍ପବଟର ଅପୂର୍ବ ମହିମା…

ପୁରୀ: କଳ୍ପବଟ ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ବିଶ୍ୱାସର ପ୍ରତୀକ । ପ୍ରଳୟ ଶେଷ ସବୁ ସମୟରେ ଏହା ବିଦ୍ୟମାନ । ଭଗବାନ ବିଷ୍ଣୁ ସ୍ୱୟଂ ଶିଶୁ ରୂପରେ ବଟ ପତ୍ରରେ ଶୟନ କରି ଭାସୁଥିବା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହ ପୂର୍ବରୁ ନୀଳମାଧମ ରୂପେ ବିଶ୍ୱାବସୁ ଶବର ପୂଜା କରୁ ଥିବାର କିମ୍ବଦନ୍ତୀ…

ଲୋକସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି । ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରିଥିବା ସୂଚନା ମିଳିଛି । ଲୋକସଭାରେ ବିଲ୍ ପାସ ହେବା ପାଇଁ ଏନ୍‌ଡିଏ…

ପ୍ରଖ୍ୟାତ୍ ହିନ୍ଦୀ କବି ବିଶ୍ୱନାଥ ପ୍ରସାଦ ତିୱାରୀଙ୍କୁ ମିଳିବ ‘ଗଙ୍ଗାଧର ଜାତୀୟ ପୁରସ୍କାର’

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ପ୍ରଖ୍ୟାତ୍ ହିନ୍ଦୀ କବି ବିଶ୍ୱନାଥ ପ୍ରସାଦ ତିୱାରୀଙ୍କୁ ‘ଗଙ୍ଗାଧର ଜାତୀୟ ପୁରସ୍କାର’ ପ୍ରଦାନ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟର କୁଳପତି ଦୀପକ ବେହେରା ସୂଚନା ଦେଇଛନ୍ତି । ଆସନ୍ତା ଜାନୁଆରୀରେ ଏହି…

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ; କମାଣ୍ଡରଙ୍କୁ ଗୁଳି ମାରି ନିଜକୁ ଗୁଳି କଲେ ଯବାନ

ଋାଞ୍ଚି: ଝାଡଖଣ୍ଡସ୍ଥିତ ରାଞ୍ଚି ନିକଟରେ ଥିବା ଖେଲଗାଁରେ ରହିଥିବା ଏକ ସିଆରପିଏଫ୍ କ୍ୟାମ୍ପରେ ସୋମବାର ଦିନ ଜଣେ କମ୍ପାନୀ କମାଣ୍ଡରଙ୍କ ସହ ଅନ୍ୟଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ କମ୍ପାନୀ କମାଣ୍ଡର ଓ…

ସମସ୍ତ ଜନହିତକର ଯୋଜନାରେ ଆଧାର ଲିଙ୍କ୍ କରିବେ ଓଡିଶା ସରକାର !

ଭୁବନେଶ୍ୱର: ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ତଥା ଯୋଜନାର ପରିଚାଳନାକୁ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ପାଇଁ ଏବେ ଓଡିଶା ସରକାର ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି । ଏନେଇ ସ୍ୱତନ୍ତ୍ର ସଚିବ, ଅର୍ଥ, ପିକେ ବିଶ୍ୱାଳ, ଅତିରିକ୍ତ ମୁଖ୍ୟ ସଚିବ ଏବଂ ସମସ୍ତ…

ନ୍ୟାୟପାଳିକାକୁ ଏନକାଉଣ୍ଟର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ହାଇଦ୍ରାବାଦର ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାର ଚାରି ଅଭିଯୁକ୍ତ ଗତ ୬ ତାରିଖରେ ପୋଲିସର ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି । ପୋଲିସର କହିବା ଅନୁସାରେ ଅଭିଯୁକ୍ତ ମାନଙ୍କୁ ଅପରାଧ ସ୍ଥଳୀକୁ ନେବା ସମୟରେ ସେମାନେ…

କର୍ଣ୍ଣାଟକ ଉପ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପ ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ବିଜେପିର ୟେଦ୍ଦୁରପ୍ପା ସରକାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭୋଟ୍ ଗଣତି ହେଉଥିବା ୧୫ଟି ଆସନ ମଧ୍ୟରୁ ବିଜେପିକୁ ଅତିକମରେ ୬ଟି…

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ନିକଟ ଜ୍ୟୋତିପୁର ଅଞ୍ଚଳ ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ସେମାନଙ୍କର ବୟସ ପାଖାପାଖି ୨୦ ବର୍ଷ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନାନୁଯାୟୀ ଗତକାଲି ଏକ…