ସୁଧୁରୁଛି ବୈତରଣୀ ବନ୍ୟା ପରିସ୍ଥିତି, ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ ଜାରି
ଭୁବନେଶ୍ୱର: ରାଜ୍ୟରେ କିଛିଦିନ ଧରି ଚାଲିଥିବା ଲଗାଣ ବର୍ଷା ଥମିଛି । ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ଯୋଗୁଁ ଉପୁଜିଥିବା ବନ୍ୟା ପରିସ୍ଥିତି କ୍ରମେ ସୁଧୁରିବାରେ ଲାଗିଛି । କହିବାକୁ ଗଲେ ବନ୍ୟା ପରିସ୍ଥିତି ଏକପ୍ରକାର ନିୟନ୍ତ୍ରଣାଧିନ ରହିଛି । ତେବେ ବନ୍ୟାଜଳ ପ୍ରଭାବିତ…