ଗୁଜରାଟରେ ଉଦଘାଟିତ ହେଲା ‘ଓଡିଶା ପର୍ବ’
ସୁରଟ: ଗୁଜରାଟର ସୁରଟରେ ଉଦଘାଟିତ ହୋଇଛି ଦୁଇ ଦିନିଆ ଓଡ଼ିଶା ପର୍ବ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓଡ଼ିଶା ପର୍ବକୁ ଉଦଘାଟିତ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା…