ଜାତୀୟସ୍ତର ଏସସି-ଏସଟି ରାଜ୍ୟ ସମ୍ମିଳନୀ ଓ ଏନଏସଆଇସି ର ଧର୍ମପଦ ଭବନ ଉଦଘାଟନ
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏସସି/ଏସଟି କନକ୍ଲେଭ ତଥା ପ୍ରଦର୍ଶନୀର ଆୟୋଜନ ହୋଇଯାଇଛି ।
ଏହି ସମ୍ମିଳନୀରେ ବିଭିନ୍ନ ବ୍ୟାଙ୍କ, ସିପିଏସଇ, ଉଦ୍ୟୋଗୀ ସଂଘ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସିର ଭାଗିଦାରୀ ଦେଖିବାକୁ…