ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସତ୍ୟପାଠ ଦାଖଲ କଲେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସକ
କଟକ/ପୁରୀ : ଆଜି ଜଷ୍ଟିସ ରଘୁବୀର ଦାଶ କମିଶନରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସତ୍ୟପାଠ ଦାଖଲ ହୋଇଛି । ଆଜି କଟକ ସର୍କିଟ ହାଉସସ୍ଥିତ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟାଳୟରେ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଶନଙ୍କ ନିକଟରେ ସତ୍ୟପାଠ…