ପାସ୍ ନଥିଲେ ଓଡ଼ିଶା ମନା: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ବିନା ପାସ୍ରେ ଓଡ଼ିଶା ଆସି ପାରିବେ ନାହିଁ ପ୍ରବାସୀ ଓଡ଼ିଆ । ବାହାରୁ ଆସୁଥିବା ବସ୍ ପାଇଁ ପାସ୍ ବାଧ୍ୟତାମୂଳକ । ବିନା ପାସ୍ରେ ବସ୍ ଆସିଲେ ଓଡ଼ିଶା ସୀମା ପ୍ରବେଶ ଅନୁମତି ମିଳିବ ନାହିଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।…