ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହେଲା ଏଚଡିଏଫସି; ଏମ-କ୍ୟାପ ୧୦୦ ଆରବ ଡଲାର ଟପିଲା !
ନୂଆଦିଲ୍ଲୀ: ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏଚଡିଏଫସି ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହୋଇଗଲା | ଗୁରୁବାରକୁ ବ୍ୟାଙ୍କର ମାର୍କେଟ କ୍ୟାପ (ବଜାର ପୁଞ୍ଜିକରଣ) ୧୦୦ ଆରବ ଡଲାର ରୁ ଉର୍ଦ୍ଧ୍ବ ରେ ପହଂଚି ଯାଇଛି |
ବ୍ୟାଙ୍କ ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ…