Latest Odisha News

BREAKING NEWS

ଶ୍ରୀଜୀଉଙ୍କ ବନକଲାଗି ନୀତି; ଆଜି ୪ ଘଣ୍ଟା ଯାଏଁ ବନ୍ଦ ରହିବ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅର୍ଥାତ ଶୀମୁଖ ସିଂହାର ନୀତି ଯୋଗୁଁ ୪ ଘଣ୍ଟା ଯାଏଁ ଦର୍ଶନ ବନ୍ଦ ରହିବ । ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ଅନୁଷ୍ଠିତ ପରେ…

ଶ୍ରୀକ୍ଷେତ୍ରରେ ଶ୍ରୀରାଧା-ଶ୍ରୀକୃଷ୍ଣ; ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ସାକ୍ଷୀଗୋପାଳ !

ପୁରୀ: ଶ୍ରୀକୃଷ୍ଣ-ଶ୍ରୀରାଧାଙ୍କ ଅତ୍ୟନ୍ତ କମନୀୟ ମୂର୍ତ୍ତି ଶ୍ରୀମନ୍ଦିରରେ ପୂଜିତ ହେଉଛନ୍ତି । ଶ୍ରୀମନ୍ଦିରରେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଦେଶବିଦେଶରୁ ଆସିଥିବା ହଜାର ହଜାର ଶ୍ରୀକୃଷ୍ଣଭକ୍ତମାନେ ଦର୍ଶନ କରି ନିଜକୁ କୃତାର୍ଥ କରିଥାଆନ୍ତି । ଶ୍ରୀମନ୍ଦିରସ୍ଥ ପଶ୍ଚିମ ପାଶ୍ୱର୍ ଭିତର…

ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଶ୍ରୀମନ୍ଦିରରେ ‘ପହିଲିଭୋଗ’ ନୀତି…

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି,ଉତ୍ସବ ଇତ୍ୟାଦି ବର୍ଷ ର ବିଭିନ୍ନ ସମୟରେ ପାଳିତ ହେବା ସଂଗେ ସଂଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନ ରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ।ପୌରାଣିକ ମତ ଅନୁଯାୟୀ ଭାରତ ର…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୮-୧୨-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୮ ରିଖ ବୁଧବାର ଧନୁ ୦୩ଦିନ ପୌଷ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-:…

ରାଜ୍ୟ ତଥା ଦେଶ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ !

ଭୁବନେଶ୍ୱର: ନବ ଉତ୍କଳର ନିର୍ମାତା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ କେବଳ ଓଡିଶାର ନୁହଁନ୍ତି, ସେ ସମଗ୍ର ଭାରତ ବର୍ଷ ପାଇଁ ଗୁଣଗ୍ରାହୀ ବ୍ୟକ୍ତିତ୍ୱ ଥିଲେ । ଓଡିଆ, ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା, ରାଜ୍ୟ ତଥା ଦେଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ବୋଲି ଆଜି ସଂଧ୍ୟାରେ…

ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପ୍ରାପ୍ତ ହେଲା ନୂଆ କୃଷିନୀତି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ କୃଷିନୀତି (ସମୃଦ୍ଧି) ୨୦୧୯ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ରାଜ୍ୟ ଲୋକସେବା ଭବନରେ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ୩ୟ ସନ୍ଧ୍ୟା; ନାଟକ ପରିବେଷଣ ଓ ରୋମାଣ୍ଟିକ୍‌ ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଜନତା ମଇଦାନଠାରେ ଡିସେମ୍ବର ୧୫ ତାରିଖଠାରୁ ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଛି । ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିତେନ ଚନ୍ଦ୍ର ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିବା ସହ…

ଫୁଲମାଳ ସହ ବର-ବଧୂ ପରସ୍ପରକୁ ପିନ୍ଧାଇଲେ ପିଆଜ-ରସୁଣ ମାଳ !

ବାରାଣସୀ: ଦେଶରେ ପିଆଜ ରସୁଣର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ନିକଟ ବାରାଣସୀରେ ଏକ ବିବାହ ଉତ୍ସବରେ ଫୁଲମାଳ ସହ ବର-ବଧୂ ପରସ୍ପରକୁ ପିଆଜ ଓ ରସୁଣର ମାଳ ପିନ୍ଧାଇଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ବିବାହରେ ସାମିଲ ହୋଇଥିବା…

ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେଇଥିବା ସୂରଜ ସେଠୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର: କିଛିମାସ ତଳେ ସୁରଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ପୁଅ ସୂରଜ ସେଠୀ ଅଙ୍ଗଦାନ କରି ନିଜ ମୃତ୍ୟୁ ପରେ ମଧ୍ୟ ୬ ଜଣଙ୍କ ଜୀବନ ବଞ୍ଚାଇ ପାରିଥିଲେ । ପୁଅ ମରିଯାଇଥିଲେ ମଧ୍ୟ ୬ ଟି ଜୀବନରେ ନୂଆ ପ୍ରାଣ ଭରି ଦେଇଥିବାରୁ ତାଙ୍କୁ ନେଇ ବେଶ୍…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ-ବିପି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ: ୫,୫୦୦ ସ୍ଥାନକୁ ସଂପ୍ରସାରିତ ହେବ…

ମୁମ୍ବାଇ: ଏକ ନୂତନ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ବିପି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏନେଇ ଗତ ଅକ୍ଟୋବର ମାସରେ ଦୁଇ କମ୍ପାନୀ ମଧ୍ୟରେ ପ୍ରାରମ୍ଭିକ ରାଜିନାମା ହୋଇଥିଲା ।…