ସୋଆର ସବୁ କ୍ୟାମ୍ପସରେ ଆରମ୍ଭ ହେବ ‘ଜାଗୋ’ କାର୍ଯ୍ୟକ୍ରମ
ଭୁବନେଶ୍ୱର: ବସ୍ତିରେ ରହୁଥିବା କୁନି କୁନି ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ଶିକ୍ଷିତ କରି ସମାଜରେ ପ୍ରତିଷ୍ଠିତ କରିବା ଦାୟିତ୍ୱ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଛାତ୍ରଛାତ୍ରୀମାନେ ଆରମ୍ଭ କରିଥିବା ‘ଜାଗୋ’ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟରେ ସମସ୍ତ…