୫ ଲୁଟେରାଙ୍କ ହାବୁଡରେ ଦମ୍ପତି, ମର୍ଣ୍ଣିଂୱାକ ବେଳେ ଲୁଟିଲେ ଗହଣା
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ କିଛି ଲୁଟେରା ମର୍ଣ୍ଣିଂୱାକ୍ କରୁଥିବା ଜଣେ ଦମ୍ପତିଙ୍କ ଠାରୁ ଲୁଟ୍ କରିଛନ୍ତି ।
ମିଳିଥିବା ସୂଚନାନୁଯାୟୀ ଶୈଳଶ୍ରୀବିହାର ଫେଜ୍-୭ ଅଞ୍ଚଳରେ ଜଣେ ଦମ୍ପତି ମର୍ଣ୍ଣିଂୱାକ୍ କରୁଥିବା ସମୟରେ…