ସାମୁଦ୍ରିକ ଝଡ ‘ଫନି’: ଓଡିଶାର ୧୧ଟି ଜିଲ୍ଲାରୁ ହଟିଲା ଆଦର୍ଶ ଆଚରଣ ବିଧି
ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହଳଦିଆ ୱାର୍ଣ୍ଣିଂ ପରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ବୁଧବାର ଦିନ ଓଡିଶାର ୧୧ଟି ଜିଲ୍ଲାରେ ଆଦର୍ଶ ଆଚରଣ ବିଧିକୁ ହଟାଇ ଦେଇଛନ୍ତି ।
‘ଫନି’…