Latest Odisha News

BREAKING NEWS

ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ

ଭୁବନେଶ୍ୱର: ପାଲା ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ । ପୁରୀ ଜିଲ୍ଲା କୋଣାର୍କ ନିକଟବର୍ତୀ ବାଙ୍ଗୋର ବରପଦା ଗ୍ରାମରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର । ୧୯୫୫ ମସିହା ଆଷାଢ ଶୁକ୍ଳ ଦ୍ୱିତୀୟା ଶ୍ରୀଗୁଣ୍ଡିଚା ତିଥିରେ ସେ ବାପା…

ବିଜେପିରେ ଯୋଗ ଦେଇପାରନ୍ତି ଦାମ ଓ ବ୍ରଜ: ନବୀନ ନନ୍ଦ, ନଗେନ୍ଦ୍ର, ବାବୁ ସିଂହ ଓ ତଥାଗତଙ୍କୁ ନେଇ ବି ଚର୍ଚ୍ଚା

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ଦଳ ଅଦଳ ବଦଳ ମିଶ୍ରଣ ପର୍ବ ଆରମ୍ଭ ହେବାରେ ଲାଗିଛି । ଏହି ପ୍ରକ୍ରିୟାରେ ସତେଯେପରି ଶାସକ ବିଜେଡ଼ି ଓ ବିରୋଧି ବିଜେପି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହେବାରେ ଲାଗିଛି । ନିକଟରେ ବିଜେପିରେ ଯୋଗ ଦେଇଛନ୍ତି…

କାଳିଆ ୩ୟ ପର୍ଯ୍ୟାୟ ହିତାଧିକାରୀ ତାଲିକା ମାର୍ଚ୍ଚ ୨୦ରେ ସମସ୍ତ ପଞ୍ଚାୟତରେ ଉପଲବ୍ଧ ହେବ: ମୁଖ୍ୟମନ୍ତ୍ରୀ ନବୀନ…

ଫୁଲବାଣୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନା ଅନ୍ତର୍ଗତ ସମସ୍ତ ଉପଯୁକ୍ତ ହିତାଧିକାରୀ ଚାଷୀମାନଙ୍କ ୩ୟ ପର୍ଯ୍ୟାୟ ତାଲିକା ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ ହେବ । “କାଳିଆ ଯୋଜନାରେ…

ଓଡିଶାର ବିଭିନ୍ନ ରେଲୱେ ଷ୍ଟେସନରେ ଏବେ ବଢିଲା ଷ୍ଟପେଜ୍

ଭୁବନେଶ୍ୱର : ଯାତ୍ରୀମାନଙ୍କୁ ଅଧିକ ସୁବିଧା ଓ ସୁଯୋଗ ଯୋଗାଇ ଦେବାକୁ ଯାଇ ଇଷ୍ଟକୋଷ୍ଟ ରେଳବାଇ କର୍ତ୍ତୃପକ୍ଷ ଓଡିଶାର ବିଭିନ୍ନ ରେଲୱେ ଷ୍ଟେସନରେ ଷ୍ଟପେଜ୍ ସଂଖ୍ୟା ବୃଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଆସନ୍ତା ୬ମାସ ପର୍ଯ୍ୟନ୍ତ ପରିକ୍ଷାମୂଳକ ଭାବେ ଏହା…

ମିଲିଟାରି କ୍ୟାପ ପିନ୍ଧି ମ୍ୟାଚ ଖେଳିଲେ ଭାରତୀୟ ଦଳ, ପାକିସ୍ତାନ ଉଠାଇଲା ପ୍ରଶ୍ନ

ଇସଲାମାବାଦ: ପୁଲୱାମାରେ ଆତଙ୍କବାଦୀଙ୍କ ପୈଶାଚିକ କାଣ୍ଡ ପରେ ସହିଦ ଭାରତୀୟ ଯବାନଙ୍କୁ ଭାରତ ତଥା ବିଶ୍ୱବ୍ୟାପୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେହିଭଳି ଭାରତୀୟ କ୍ରିକେଟ ଦଳ ମଧ୍ୟ ସହିଦ ଭାରତୀୟ ଯବାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି ଶୁକ୍ରବାର ଦିନ ରାଞ୍ଚିଠାରେ…

ପାଟଣାଗଡ ହସ୍ପିଟାଲରୁ ଚୋରି ନବଜାତ ଶିଶୁ ଉଦ୍ଧାର, ୨ ଗିରଫ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ହସ୍ପିଟାଲରୁ ମାର୍ଚ୍ଚ ୬ ତାରିଖରେ ଚୋରି ହୋଇଥିବା ନବଜାତ ଶିଶୁକୁ ଶନିବାର ଦିନ ପୋଲିସ ଉଦ୍ଧାର କରିବା ସହ ୨ ଜଣକୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ନବଜାତ ଶିଶୁ ଚୋରି ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏହି…

ଓଡ଼ିଶାରୁ ୧୦୦୦ କେଜି ବିସ୍ଫୋରକ ବୋଝେଇ ଟ୍ରକ୍ କୋଲକାତାରେ ଜବତ, ୨ ଅଟକ

କୋଲକାତା : ପଶ୍ଚିମବଙ୍ଗ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍) ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମବଙ୍ଗ ଚିତପୁର ଥାନା ଅନ୍ତର୍ଗତ ତଳପୁଲ ନିଟକରୁ ୧୦୦୦ କେଜି ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ କରିଛି । ଓଡିଶାରୁ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାକୁ ଯାଉଥିବା ନେଇ ପୋଲିସ…

ମାର୍ଚ୍ଚ ୨୫ରୁ ମ୍ୟାଟ୍ରିକ୍ ପରିକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରିକ୍ଷା ଶୁକ୍ରବାର ଦିନ ସମାପ୍ତ ହୋଇଥିବାବେଳେ ଆସନ୍ତା ୨୫ ତାରିଖରୁ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଡାଃ ଜାହାନ୍ ଆରା ବେଗମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ…

ମହାନଦୀ ଜଳବିବାଦ ପ୍ରସଙ୍ଗ: ପୁନର୍ବାର ଆଲୋଚନା ଲାଗି ଓଡ଼ିଶା-ଛତିଶଗଡ଼ ରାଜ୍ୟକୁ ନିର୍ଦ୍ଦେଶ, ମାର୍ଚ୍ଚ ୩୦ରେ ଚୂଡ଼ାନ୍ତ…

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଦ୍ୱାରା ଶନିବାର ଦିନ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ଜଳ ବଣ୍ଟନ ବିବାଦକୁ ନେଇ ବହୁ ପ୍ରତୀକ୍ଷିତ ଚୂଡ଼ାନ୍ତ ଶୁଣାଣି ହେବାକୁ ଥିବା ବେଳେ, ଏହି ଦୁଇ ରାଜ୍ୟ ପୁଣି ଥରେ ବୈଠକରେ ଆଲୋଚନା କରି ଏହି ବିବାଦ ଓ ସମସ୍ୟା ସମାଧାନର ସୂତ୍ର ଖୋଜିବାକୁ…

ବିଜେଡିରେ ଯୋଗଦେଲେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା

ଭୁବନେଶ୍ୱର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ଶନିବାର ଦିନ ଶାସକ ଦଳ ବିଜେଡିରେ ସାମିଲ ହୋଇଛନ୍ତି । ସୁନିତା ନିଜର ସମର୍ଥକଙ୍କ ଗହଣରେ ଆସି ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…