Latest Odisha News

BREAKING NEWS

ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ, ମାଗଣାରେ ଝିଅଙ୍କୁ ଶିକ୍ଷାଦାନ ଦିଆଯିବ: ରାହୁଲ ଗାନ୍ଧୀ

କୋରାପୁଟ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି, ଲୋକସଭା ନିର୍ବାଚନରେ ଜନସାଧାରଣ କଂଗ୍ରେସକୁ ଜିତାଇ କ୍ଷମତାକୁ ଆସିଲେ ମହିଳା ଆରକ୍ଷଣ ବିଲ୍ ପାରିତ କରିବ । LIVE: Congress President @RahulGandhi's public address in Koraput, Odisha.…

ଦେଖନ୍ତୁ: ଚଳନ୍ତା ବସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ

ବାଙ୍ଗିରିପୋଷି: ମୟୁରଭଞ୍ଜ ଜିଲା ବାଙ୍ଗରିପୋଷି ଘାଟିରେ ଆଜି ଚଳନ୍ତା ବସରେ ନିଆଁ ଲାଗିଯାଇଛି। ଏଥିରେ କାହାରି କ୍ଷତି ହୋଇନଥିବା ଜଣାପଡିଛି। ବଙ୍ଗରିପୋଷି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି। ମିଳିଥିବା ସୂଚାନୁଯାୟୀ,କରଞ୍ଜିଆ ଅଞ୍ଚଳରୁ ବେତନଟୀକୁ ୫୦ରୁ ଅଧିକ…

କଟକ: ଜୁଆ ଆଡ୍ଡାରେ ପୋଲିସ ଚଢାଉ,୨ ଗିରଫ

କଟକ : କଟକର ବକ୍ସି ବଜାରସ୍ଥିତ ଏକ ଗ୍ୟାସ ଫିଲିଂ ଦୋକାନ ନିକଟରେ କିଛି ଲୋକ ଜୁଆ ଖେଳୁଥିବା ବେଳେ କ୍ୟାଣ୍ଟନମେଣ୍ଟ୍ ପୋଲିସ ଚଢାଉ କରିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିଦେଶୀ ନାୟକ (୫୦) ଓ ଅନ୍ୟ ଜଣେ ଶେଖ ରାଜୁ (୪୦) । ପୋଲିସ ଚଢାଉ କରିବା…

୨ ପୂର୍ବତନ ପ୍ରଶାସକ ନଳିନୀ ପ୍ରଧାନ ଓ ରମେଶ ସାଇଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର : ରାଜ୍ୟର ଦୁଇ ଜଣ ପୂର୍ବତନ ପ୍ରଶାସକ ନଳିନୀକାନ୍ତ ପ୍ରଧାନ ଓ ରମେଶ ଚନ୍ଦ୍ର ସାଇ ଶୁକ୍ରବାର ଦିନ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଏହି ୨ଜଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ ଜନତା ଦଳ)ରେ ସାମିଲ…

ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଭାଇରାଲ ହେଲା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହେବା ପରଠାରୁ ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ନଜରକୁ ଆସିଥିବାବେଳେ ଶୁକ୍ରବାର ଦିନ ପୁଣି ମାଟ୍ରିକ୍ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି। ଆଜି ମ୍ୟାଟ୍ରିକ ପରୀକ୍ଷା ଶେଷ ଦିନରେ ଛାତ୍ରଛାତ୍ରୀମାନେ ପରିକ୍ଷା…

ଅନନ୍ୟା ନାରୀ: ଲେଡ଼ି ହକର୍ ଶୋଭାରାଣୀଙ୍କ ଜୀବନ ଓ ଯନ୍ତ୍ରଣାର କାହାଣୀ

ଭୁବନେଶ୍ୱର: କେବେ କେବେ ସାଇକେଲରେ ତ କେବେ ସ୍କୁଟି ଚଳାଇ ପେଟପାଟଣା ଲାଗି ସମସ୍ତଙ୍କ ଲାଗି ଆଦର୍ଶ ପାଲଟିଥିବା ଏହି ମହିଳା ରାତିର ଅନ୍ଧାରରେ ହଜିଯାଆନ୍ତି । ଏକୁଟିଆଅନ୍ଧାର ନିଛାଟିଆ ରାତି ତିନିଟାରୁ ଉଠି ଏକୁଟିଆ ସାଇକେଲ୍ରେ ବାହାରି ପଡନ୍ତି ଶୋଭାରାଣୀ, ସହିଦ ନଗରରେ ଥିବା ତାଙ୍କ ଘରଠୁଁ…

ଆଜି ସମସ୍ତ ମହିଳା କ୍ର‌୍ୟୁ ସଦସ୍ୟଙ୍କ ଦାୟିତ୍ୱରେ ‘ଏୟାର୍ ଇଣ୍ଡିଆ’ ବିମାନ

ନୂଆଦିଲ୍ଲୀ : ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ କରାଯାଉଥିବା ବେଳେ ଏହି ଦିବସ ଲାଗି ଏୟାର ଇଣ୍ଡିଆ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଏୟାର ଇଣ୍ଡିଆ ନିଜର ୧୨ଟି ଅନ୍ତର୍ଜାତୀୟ ଉଡାଣ ଓ ୪୦ରୁ ଅଧିକ ଘରୋଇ ଉଡାଣ ଲାଗି କେବଳ ମହିଳା…

କଟକ ଏସସିବିର ପାଥୋଲୋଜି ବିଭାଗରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ବଡ ମେଡିକାଲର ପାଥୋଲୋଜି ବିଭାଗର ୨ଟି ରୁମରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ପାଥୋଲୋଜି ବିଭାଗର ୨ଟି ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । କିଛି ପରିଚାରିକା ଉକ୍ତ ସ୍ଥାନରେ ନିଆଁ ଦେଖି ସଙ୍ଗେସଙ୍ଗେ କର୍ତ୍ତୃପକ୍ଷଙ୍କୁ ସୂଚନା…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

ବାଲେଶ୍ୱର/ବୌଦ୍ଧ : ବାଲେଶ୍ୱର ଓ ବୌଦ୍ଧ ଜିଲ୍ଲାରେ ଶୁକ୍ରବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନିକଟରେ ଥିବା ଦଣ୍ଡକାଳୀ ମନ୍ଦିର ଠାରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ସମେତ ୨…

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଆମେଥି ଓ ସୋନିଆ ରାଏବରେଲି ଆସନରୁ ଲୋକସଭା ପ୍ରାର୍ଥୀ

ନୂଆଦିଲ୍ଲୀ: କଂଗ୍ରେସ ଦଳ ଗୁରୁବାର ଦିନ ଗୁଜରାଟ ଓ ଉତ୍ତରପ୍ରଦେଶର ୧୫ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସର ଏହି ୧ମ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି ସେଥିମଧ୍ୟରୁ ଗୁଜରାଟର ୧୧ଟି ଓ ଉତ୍ତରପ୍ରଦେଶର ୪ଟି ଆସନ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ…