Latest Odisha News

BREAKING NEWS

ଜୈଶ ଆତଙ୍କବାଦୀ ମାସୁଦ ଆଝାରକୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଆମେରିକା-ବ୍ରିଟେନ ଓ ଫ୍ରାନ୍ସର ଦାବି

ଜାତିସଂଘ : ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରକୁ କଳା ତାଲିକା ଭୁକ୍ତ କରିବା ପାଇଁ ଜାତିସଂଘରେ ଏକ ପ୍ରସ୍ତାବ ଆଗତ ହୋଇଛି । ସେହିପରି ଗ୍ଲୋବାଲ ଟେରୋରିଷ୍ଟ (ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ) ଘୋଷଣା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ…

ଓଡ଼ିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା)ର କ୍ୟାଡ଼ର ପୁନର୍ଗଠନକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା)ର କ୍ୟାଡ଼ର ପୁନର୍ଗଠନକୁ କ୍ୟାବିନେଟ ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ଏହି କ୍ୟାବିନେଟ ମୋହର ଲାଗିବା ଫଳରେ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏଠାରେ ସୂଚନାଯୋଗ୍ୟ, ଶିକ୍ଷା କ୍ଷେତ୍ରରେ ଯୁବ…

ମାର୍ଚ୍ଚ ୧୦ରେ ଚୂଡାନ୍ତ କଂଗ୍ରେସ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ମାହୋଲ ସରଗରମ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଓଡିଶାରେ କଂଗ୍ରେସ ଲାଗି ଏଆଇସିସି ସ୍କ୍ରିନିଂ କମିଟି ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ସେହିପରି ଲୋକସଭା ଓ ବିଧାନସଭା…

ସ୍ପାଇସ୍ ଜେଟ୍: ଝାରସୁଗୁଡ଼ାରୁ ଦିଲ୍ଲୀ ୩,୭୦୧ ଟଙ୍କା, କଲିକତାକୁ ୨,୫୬୦ ଟଙ୍କା

ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ସ୍ପାଇଶ ଜେଟ୍ ତରଫରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଦେଶର ତିନୋଟି ଜାଗା ଯଥା ଦିଲ୍ଲୀ, କଲକୋତା ଓ ହାଇଦ୍ରାବାଦକୁ ଆଜି ଠାରୁ ଟିକେଟ୍ ବିକ୍ରିର ଶୁଭାରମ୍ଭ କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ରୁ ଏହି ସବୁ ସ୍ଥାନରୁ ବିମାନ ସେବା ଆରମ୍ଭ ହେବ ।…

ବାୟୁସେନା ପାଇଲଟଙ୍କୁ ତୁରନ୍ତ ହସ୍ତାନ୍ତର କରିବା ନେଇ ପାକିସ୍ତାନକୁ ଦାବି କଲା ଭାରତ

ନୂଆଦିଲ୍ଲୀ: ନିଖୋଜ ଥିବା ଭାରତୀୟ ବାୟୁସେନା ପାଇଲଟଙ୍କୁ ପାକିସ୍ତାନ ସେନା ଗିରଫ କରିଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ ତୁରନ୍ତ ନିରାପଦ ଭାବେ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଜଣାଇ ଦିଆଯାଇଛି । ଗୁରୁତର ଆହତ ଅବସ୍ଥାରେ ଥିବା ଭାରତୀୟ…

ରାଜ୍ୟର ୧୨ଟି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି । ବୁଧବାର ଦିନ ସାମ୍ବାଦିକଙ୍କୁ ସୂଚନା ଦେଇ ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର…

ପାଇଲଟ୍ ନିଖୋଜ ଥିବା ସ୍ପଷ୍ଟ କଲେ ଭାରତୀୟ ମନ୍ତ୍ରଣାଳୟ; ଗିରଫ ନେଇ ଦାବି କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ମିଗ୍-୨୧ ବିସନ୍ ନିୟନ୍ତ୍ରଣ ରେଖା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହାର ପାଇଲଟ୍ ନିଖୋଜ ଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ବୁଧବାର ଦିନ ସୂଚନା ପ୍ରକାଶ କରିଛନ୍ତି । ଏହି ଘଟଣାରେ ବାୟୁସେନାର ଜଣେ ପାଇଲଟ ନିଖୋଜ…

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ରିପୋର୍ଟ ପ୍ରଦାନ କଲେ ଆମିକସ୍ କ୍ୟୁରୀ, ମାର୍ଚ୍ଚ ୫କୁ ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପ୍ରସଙ୍ଗରେ ପୂର୍ବତନ ସଲିସିଟର୍ ଜେନେରାଲ ତଥା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାର ସୁପ୍ରିମକୋର୍ଟରେ ତାଙ୍କର ରିପୋର୍ଟ ଦାଖଲ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଆମିକସ୍ କ୍ୟୁରି ରଞ୍ଜିତ କୁମାର…

‘ବସୁଧା ଯୋଜନା’ ପାଇଁ ଅତିରିକ୍ତ ୧୦୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : 'ବସୁଧା ଯୋଜନା'ରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଆଗେଇ ନେବା ପାଇଁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ୧୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।…

ଭାରତ-ପାକିସ୍ତାନ ସୀମାନ୍ତବର୍ତ୍ତୀ ବିମାନବନ୍ଦରରେ ବେସାମରିକ ଚଳାଚଳ ୩ ମାସ ଲାଗି ବନ୍ଦ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକମଣ ପରେ ଭାରତୀୟ ବାୟୁସେନାର ପାକିସ୍ତାନୀ ସୀମା ବାଲାକୋଟରେ ପ୍ରତିଶୋଧାତ୍ମକ ହମଲାରେ ୩୦୦ରୁ ଅଧିକ ଜୈସ-ଇ-ମହମ୍ମଦ ଆତଙ୍କୀ ନିପାତ ହେବା ପରେ ପାକିସ୍ତାନ ପଟରୁ ସୀମାନ୍ତବର୍ତ୍ତୀ ଭାରତୀୟ ପୋଷ୍ଟ ଉପରେ ଘନ ଘନ ଗୁଳିଗୋଳା ଆକ୍ରମଣ ହେଉଛି । ଏହାର ଉଚିତ୍…