Latest Odisha News

BREAKING NEWS

ଖରାପ ପାଗ ଯୋଗୁଁ ଲାଞ୍ଜିଗଡ ପରିବର୍ତ୍ତେ ଜୟପୁରରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାୟଗଡ ଗସ୍ତରେ ଯାତ୍ରା କରିବା ସମୟରେ ଖରାପ ପାଗ ଯୋଗୁଁ ତାଙ୍କ ବିମାନଟି ବୁଧବାର ଦିନ ଲାଞ୍ଜିଗଡ ପରିବର୍ତ୍ତେ ଜୟପୁରରେ ଅବତରଣ କରିଛି । ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳ ପ୍ରାୟ ୧୧ଟା ୪୫ମିନିଟରେ ରାୟଗଡା…

କେନ୍ଦୁଝର: ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ, ୧୧ ଅସୁସ୍ଥ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରମଙ୍ଗା ଥାନା ଅନ୍ତର୍ଗତ ଖଇରାଟାଙ୍ଗି ନୂଆଗାଁରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୧ ଜଣ ଅସୁସ୍ଥ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ମିଟୁ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ କେନ୍ଦୁଝରର ଜଣେ…

ପାକିସ୍ତାନ ଏଫ-୧୬ ଜେଟ୍ ଯୁଦ୍ଧବିମାନକୁ ମାରି ଖସାଇଦେଲା ଭାରତ

ନୂଆଦିଲ୍ଲୀ: ବୁଧବାର ଦିନ ସକାଳେ ପାକିସ୍ତାନର ଏଫ-୧୬ ଜେଟ୍ ଯୁଦ୍ଧବିମାନ ଭାରତୀୟ ସୀମା ଉଲଂଘନ କରି ପଶି ଆସିଥିବା ବେଳେ ବାୟୁସେନା ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି ବୋଲି ଏଏନଆଇ ସୂତ୍ରରୁ ଜଣାପଡ଼ିଛି । Sources: International flights that transit between Indian and…

ଜମ୍ମୁ-କାଶ୍ମୀରରେ ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ମୃତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ସ୍ଥିତ ବଡଗାମ୍ ଜିଲ୍ଲାରେ ବୁଧବାର ଦିନ ଭାରତୀୟ ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଫଳରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିବାବେଳେ ଏଯାବତ୍ ସେମାନଙ୍କ ପରିଚୟ ମିଳିପାରିନାହିଁ । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳ ପ୍ରାୟ…

ଭାଇରାଲ ମ୍ୟାଟ୍ରିକ୍ ହିନ୍ଦୀ ପ୍ରଶ୍ନପତ୍ର ନକଲି: ଡିଇଓ

ବଲାଙ୍ଗିର : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ପରଠାରୁ ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ନଜରକୁ ଆସିଥିବାବେଳେ ବୁଧବାର ଦିନ ପୁଣି ମାଟ୍ରିକ୍ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁଯାୟୀ ଆଜି ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୧୫ ମିନିଟ୍ ପରେ ଏହି…

ବକ୍ସ ଅଫିସରେ କମାଲ୍ କରୁଛି ରଣବୀର-ଆଲିୟାଙ୍କ ‘ଗଲି ବୟ’ !

ମୁମ୍ବାଇ: ବଲିଉଡ଼ର ଚୁଲବୁଲୀ ନାୟିକା ଆଲିୟା ଭଟ୍ଟ ଓ ଷ୍ଟାଇଲିସ୍ ଆକ୍ଟର୍ ରଣବୀର ସିଂହଙ୍କ ଅଭିନୀତ ‘ଗଲି ବୟ’ ଏବେ ବକ୍ସ ଅଫିସରେ କମାଲ୍ କରୁଛି । ଅନେକ ଦିନ ପରେ ଏହି ରୋମାଣ୍ଟିକ୍ ଯୋଡ଼ି ଏହି ଫିଲ୍ମରେ ସେମାନଙ୍କର ଭିନ୍ନ ଅନ୍ଦାଜର ଅଭିନୟରେ ଦର୍ଶକଙ୍କୁ ଆମୋଦିତ କରିପାରୁଛନ୍ତି । ଫେବୃଆରୀ…

ସର୍ବସାଧାରଣରେ ଥିବା ରାଜନେତାଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସାର୍ବଜୈନିକ ସ୍ଥାନରୁ ରାଜନୈତିକ ନେତାମାନଙ୍କର ଫଟୋ ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନିର୍ଦ୍ଦେଶ…

ଜମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାର ମିମେନ୍ଦର ଅଞ୍ଚଳରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ୨ ଆତଙ୍କବାଦୀ ଜୈଶ-ଇ-ମହମ୍ମଦ ସଙ୍ଗଠନର ସଦସ୍ୟ ବୋଲି ସୁତ୍ରରୁ ପ୍ରକାଶ ।…

ଓଡ଼ିଶା ଉପକୂଳରୁ ଶକ୍ତିଶାଳୀ ‘କ୍ୟୁଆରଏସଏମ କ୍ଷେପଣାସ୍ତ୍ର’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ନିୟନ୍ତ୍ରଣ ସୀମା ରେଖା ଅତିକ୍ରମ କରି ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ କରିବାର କିଛି ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରୁ ଭୂପୃଷ୍ଠରୁ ଆକାଶ ଡ଼ିଆରଡ଼ିଓ କ୍ୟୁାଆରଏସଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । Twin Success for Quick…

ଆତଙ୍କବାଦ ବିରୋଧରେ ଯୁଦ୍ଧ: ଭାରତୀୟ ବାୟୁସେନାକୁ ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ: ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ଦିନ ସକାଳେ ଆକ୍ରମଣ କରାଯାଇ ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିବା ଲାଗି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କର ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ବାୟୁସେନାର ଯବାନଙ୍କୁ ଧନ୍ୟବାଦ ଜ୍ଞାପନ…