Latest Odisha News

BREAKING NEWS

ଜନ୍ମନେଲା ‘ଲେଡି ଫନି’

ଭୁବନେଶ୍ୱର: ମହାବାତ୍ୟା ଫନି ରାଜଧାନୀ ଛୁଉଁଛୁଉଁ ଭୁବନେଶ୍ୱରରେ ଏକ ହସ୍‍ପିଟାଲରେ ଭୂମିଷ୍ଠ ହୋଇଛି ଜଣେ ଶିଶୁ କନ୍ୟା । ବାହାରେ ଯେତେବେଳେ ୧୦୦ରୁ ଅଧିକ ବେଗରେ ବର୍ଷା-ପବନ, ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ପଡ଼ୁଛି, ବିଜୁଳି ଯୋଗାଯୋଗ ବ୍ୟାହତ, ଚ୍ୟାନେଲ୍‍ରେ ନୋ ସିଗ୍‍ନାଲ୍‍... ଠିକ୍‍…

ଭୁବନେଶ୍ୱରରେ ଫନି: ଗଛ ପଡ଼ି ଭାଂଗିଲା କୁଡ଼ିଆ, ମହିଳା ଉଦ୍ଧାର

ଭୁବନେଶ୍ୱର: ମହାବାତ୍ୟା ଫନି ଶୁକ୍ରବାର ସକାଳେ ପୁରୀରେ ସ୍ଥଳଭାଗ ଛୁଇଁବା ପରେ ରାଜଧାନୀ ଭୁବନେଶ୍ୱରରେ ତାର ତୀବ୍ର ପ୍ରଭାବ ଲକ୍ଷ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବା ସହ କେତେକ ଅଂଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା କଡ଼ରେ ଅସ୍ଥାୟୀ…

ପୁରୀରେ ସ୍ଥଳଭାଗ ଛୁଇଁଲା ଫନି : ରଚିଲା ତାଣ୍ଡବ

ଭୁବନେଶ୍ୱର: ମହାବାତ୍ୟା ଫନି ଶୁକ୍ରବାର ସକାଳେ ପୁରୀରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି । ଶତାଧିକ ବଡ଼ବଡ଼ ଗଛ ମୂଳରୁ ଉପୁଡ଼ିଯିବା ସହ ଅଧିକାଂଶ ଇଲେକ୍‍ଟ୍ରି ଓ ଟେଲିଫୋନ୍‍ ଖୁଣ୍ଟି ବଙ୍କା ହୋଇଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍…

ଅତି ନିକଟତର ହେଲା ବାତ୍ୟା ଫନି, ପୁରୀ ଓ ଗଞ୍ଜାମରେ ବର୍ଷା ଜାରି

ପୁରୀ/ଭୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ନିକଟତର ହେବାରେ ଲାଗିଛି। ଏହା ପୁରୀ ଜିଲ୍ଲା ସାତପଡା ଓ ଏହାର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ସହ ପବନର ବେଗ ବଢିବାରେ ଲାଗିଛି। କିଛି ସମୟ ମଧ୍ୟରେ ବାତ୍ୟା ଫନି ପୁରୀ ଓ ଗୋପାଳ ପୁର ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଏହି…

ବାତ୍ୟା ଫନି: ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଜାରି ହେଲା କଣ୍ଟ୍ରୋଲ୍ ରୁମ୍ ନମ୍ବର୍

ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି । ପୁରୀ ପାଇଁ ୦୬୭୫୨-୨୨୫୯୨୨ ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/ ୨୩୦୧୫୨୫/ ୨୩୦୧୬୨୫ ଖୋର୍ଦ୍ଧା ରୋଡ ପାଇଁ ୦୬୭୪-୨୪୯୦୦୧୦/ ୨୪୯୨୫୧୧/ ୨୪୯୨୬୧୧ କଟକ ପାଇଁ…

ବାତ୍ୟା ଫନି: ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ବହିଲେ ବିଚ୍ଛିନ୍ନ ହେବ ବିଦ୍ୟୁତ ସରବରାହ

ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ଝଡ଼ ଫନି ଏବେ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଘୋଷଣା କରି କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବାତ୍ୟା ଫନୀ ପ୍ରଭାବରେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ପବନ ବହିଲେ ସୁରକ୍ଷା ଦୃଷ୍ଟିରୁ ସମସ୍ତ…

ବାତ୍ୟା ‘ଫନି’ ଲାଗି ସମସ୍ତ ପ୍ରକାର ଚ୍ୟାଲେଞ୍ଜ୍ କୁ ସମ୍ମୁଖୀନ ହେବାକୁ ‘ଓଡ଼ିଶା ପୋଲିସ’ ପ୍ରସ୍ତୁତ

ଭୁବନେଶ୍ୱର: ବ୍ୟାତ୍ୟା ଫନି ଓଡ଼ିଶା ଉପକୂଳରେ ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବାକୁ ଯାଉଛି । ଏହି ଭୟଙ୍କର ବାତ୍ୟାର ମୁକାବିଲା ଲାଗି ‘ଓଡ଼ିଶା ପୋଲିସ’ ପକ୍ଷରୁ ବ୍ୟାପକ ଭାବେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ପ୍ରାୟ ୧୩୫ ପ୍ଲାଟୁନ ପୋଲିସଙ୍କୁ…

ବାତ୍ୟାରେ ସତର୍କତା ଅବଲମ୍ବନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀ ପରାମର୍ଶ

ଭୁବନେଶ୍ୱର: ଆଉ କିଛି ଘଣ୍ଟା ମଧ୍ୟରେ ଭୟଙ୍କର ବାତ୍ୟା ଫନି ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ବେଗରେ ଓଡ଼ିଶା ଉପକୂଳକୁ ଛୁଇଁବ । ଏନେଇ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବସବାସ କରୁଥିବା ଅଧିବାସୀଙ୍କ ଲାଗି ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁରକ୍ଷା…

ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ, ବାତ୍ୟା ଲାଗି ସଜାଗ ରହିବାକୁ ପ୍ରଶାସନକୁ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର : ସାମୁଦ୍ରିକ ଝଡ ଫନିର ମୁକାବିଲା ଲାଗି ଆୟୋଜିତ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ ଏବଂ…

ସିବିଏସଇ ଦ୍ୱାଦଶ ପରୀକ୍ଷାରେ ହସିଂକା ଶୁକ୍ଲା ଓ କରିସ୍ମା ହେଲେ ଟପ୍ପର୍

ଭୁବନେଶ୍ୱର : ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଥିବା ବେଳେ ହସିଂକା ଶୁକ୍ଲା ଓ କରିସ୍ମା ଅରୋରା ଟପ୍ପର ହୋଇଛନ୍ତି । ହସିଂକା ଓ କରିସ୍ମା ଦୁହେଁ ୫୦୦ ମାର୍କରୁ ୪୯୯ ମାର୍କ ରଖି ଏହି ସଫଳତା ଅର୍ଜନ କରିଛନ୍ତି । ଚଳିତ ବର୍ଷ ୩୧ ଲକ୍ଷ ପରୀକ୍ଷାର୍ଥୀ…