ଓଡିଶାର ‘ଟୁରିଜିମ୍ ଲିଡରସିପ୍ ଆଓ୍ଵାର୍ଡ’ ହାସଲ
ଭୁବନେଶ୍ୱର/ମୁମ୍ବାଇ : ମୁମ୍ବାଇ ଠାରେ ଅନୁଷ୍ଠିତ ଗ୍ଲୋବାଲ୍ ଏମଆଇସିଇ ଆଣ୍ଡ୍ ଲକଜୁରି ଟ୍ରାଭେଲ୍ କଂଗ୍ରେସ୍ ଉତ୍ସବରେ ଓଡ଼ିଶା ପର୍ୟ୍ୟଟନକୁ ‘ଟୁରିଜିମ୍ ଲିଡରସିପ୍ ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି।
ଓଡ଼ିଶା ପର୍ଯ୍ୟଟନର ସହକାରୀ ନିର୍ଦେଶକ ସୁନୀଲ କୁମାର ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ…