ଓଡ଼ିଶାର ଶିକ୍ଷା ଉଦ୍ୟୋଗୀ ଡଃ ବିଜୟ ସାହୁଙ୍କୁ ମିଳିଲା ‘ଇଟି ନାଓ ବିଜିନେସ ଲିଡ଼ର୍ ଅଫ ଦି ଇୟର’ ଆୱାର୍ଡ଼
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଶିକ୍ଷା ଉଦ୍ୟୋଗୀ ତଥା ‘ସାଇ ଇଣ୍ଟରନ୍ୟାସନାଲ’ ଗ୍ରୁପର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁଙ୍କୁ ରବିବାର ଦିନ ମୁମ୍ବାଇ ଇକୋନୋମିକ୍ସ ଟାଇମ୍ସର ‘ଇଟି ନାଓ ବିଜିନେସ ଲିଡ଼ର୍ ଅଫ ଦି ଇୟର’ ଆୱାର୍ଡ଼’ ପ୍ରଦାନ କରାଯାଇଛି ।
ଖ୍ୟାତନାମା ଧର୍ମଗୁରୁ ଗୌର ଗୋପାଳ ଦାସ…