ରାଜଧାନୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଯୁବକଙ୍କ ଉପରେ ଚଢିଗଲା ବସ୍
ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବୁଧବାର ଅପରାହ୍ନରେ ଏକ ସିଟି ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ମିଳିଥିବା ସୂଚନାନୁଯାୟୀ ଯୁବକ ଜଣକ ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାସ୍ତା ପାର ହେଉଥିବାବେଳେ ଦିନ ପ୍ରାୟ…