ଆଇପିଏସ ସ୍ତରରେ ବ୍ୟାପକ ଅଦଳବଦଳ: ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ରାଉରକେଲା ସ୍ଥାନାନ୍ତରୀତ
ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହିତ ବରିଷ୍ଠ ଅଧିକାରୀମାନଙ୍କ ଲାଗି ନୂତନ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।
ନିକଟରେ ଇଲେକ୍ସନ କମିଶନ ରାଜ୍ୟ ସରକାର ମାନଙ୍କୁ ଏକ ନିର୍ଦ୍ଦେଶାନାମା ଯୋଗେ ଯେଉଁ ବରିଷ୍ଠ ଆଇପିଏସ / ଆଇଏଏସ…