ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ଫେବୃଆରୀ ୨୨ରେ ପୁରୀ ପହଞ୍ଚିବେ ଆମିକସ୍ କ୍ୟୁରି
ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସୋଲିସିଟର୍ ରଞ୍ଜିତ କୁମାର ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ନେଇ ତଦାରଖ କରିବାକୁ ଆସନ୍ତା ଫେବୃଆରୀ ୨୨ ତାରିଖରେ ଏକ ଦୁଇଦିନିଆ ଗସ୍ତରେ ପୁରୀ ଆସୁଛନ୍ତି ।
ଆମିକସ୍ କ୍ୟୁରି…