କୋରାପୁଟରେ ମାଓବାଦୀ ପୋଷ୍ଟର
କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମ ନିକଟସ୍ଥ ରାସ୍ତା କଡରେ ଶୁକ୍ରବାର ଦିନ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।
ମିଳିଥିବା ସୂଚନାନୁଯାୟୀ ଏହି ପୁକାଲି ଗ୍ରାମ ନିକଟସ୍ଥ ରାସ୍ତା କଡରେ ଥିବା ଏକ ଗଛରେ ଏକ ଲାଲ ରଙ୍ଗର କପଡ଼ା ଉପରେ ମାଓବାଦୀଙ୍କ ପୋଷ୍ଟର…