ଦାବି ପୂରଣ ନ’ହେଲେ ସମୂହ ଛୁଟି ନେବାକୁ ‘ଓଡ଼ିଶା ପୋଲିସ ଆସୋସିଏସନ’ର ଚେତାବନୀ
କଟକ: ଓଡ଼ିଶା ପୋଲିସ ଆସୋସିଏସନ (ଓପିଏ) ର ୬ ଦଫା ଦାବି ପୂରଣ ନ’ହେଲେ ଫେବୃଆରୀ ୧୦ ତାରିଖରୁ ସମୂହ ଛୁଟି ନେବାକୁ ଚେତାବନୀ ଦିଆଯାଇଛି ।
ଏହା ସମ୍ପର୍କରେ ଆସୋସିଏସନ ପକ୍ଷରୁ ଫେବୃଆରୀ ୫ ତାରିଖ ଦିନ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ‘ଓପିଏ’ ର ସଭାପତି…