ବେଗୁନିଆ ଥାନାରେ ସ୍ଥାନୀୟ ବାସିନ୍ଦାଙ୍କ ଭଙ୍ଗାରୁଜା, ବିଧାୟକଙ୍କ ଗିରଫ ଦାବି
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ପୋଲିସ ଷ୍ଟେସନରେ ଉତ୍ତେଜନା ଦେଖାଦେବା ସହିତ ସ୍ଥାନୀୟ ବାସିନ୍ଦା ଭଙ୍ଗାରୁଜା କରି ଲଙ୍କାକାଣ୍ଡ କରିଛନ୍ତି । ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଧାୟକଙ୍କ ଗିରଫ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ବେଗୁନିଆ ବ୍ଲକ ଅଫିସ…