Latest Odisha News

BREAKING NEWS

ମୟୁରଭଞ୍ଜ: ଗାଁ’ରେ ପଶିଲେ ହାତୀପଲ, ଭାଙ୍ଗିଦେଲେ ସ୍କୁଲ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆର ଏକ ଗାଁ’ରେ ସୋମବାର ରାତିରେ ହାତୀପଲ ପଶି ବିଶ୍ୱବନ୍ଧୁ ଆବାସିକ ବିଦ୍ୟାଳୟର କାନ୍ଥ ଓ ଶ୍ରେଣୀଗୃହ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ପାଖ ଜଙ୍ଗଲରୁ ପ୍ରାୟ ୨୨ଟି ହାତୀ ଦଳବଦ୍ଧ ହୋଇ ଗାଁ ଭିତରେ ପ୍ରବେଶ…

ଭୁବନେଶ୍ୱର: ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ୍, ଚାଳକ ମୃତ

ଭୁବନେଶ୍ୱର : ସହରର ଉପାନ୍ତ ଅଞ୍ଚଳରେ ମଙ୍ଗଳବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଟ୍ରକ୍ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ଭୂଆଷୂଣୀ ମନ୍ଦିର ନିକଟ ରାସ୍ତାରେ ଛିଡା ହୋଇଥିବା…

ଏବେ ‘ବିଜୁ ବାବୁ’ ଚର୍ଚ୍ଚାରେ !

ଭୁବନେଶ୍ୱର: ସାଂସଦ ତଥା ଓଲିଉଡ଼ର ଷ୍ଟଣ୍ଟ ହିରୋ ଅନୁଭବ ମହାନ୍ତି ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ସଂସଦରେ ହେଉ କି ସୁଟିଂ ସେଟରେ ସୋସିଆଲ୍ ମିଡ଼ିଆରେ ଏବେ ଅନୁଭବଙ୍କୁ ନେଇ ହିଁ ଚର୍ଚ୍ଚା । କଥାହେଲା ନିକଟରେ ଅନୁଭବ ତାଙ୍କ ଟିଟ୍ଟର୍ ଆକାଉଣ୍ଟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

କେନ୍ଦ୍ରାପଡାରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର-ଗୁପ୍ତି ରୋଡ୍ ଛକ ନିକଟରେ ପୋଲିସର ଏନ୍କାଉଣ୍ଟରରେ ମଙ୍ଗଳବାର ଦିନ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ସଞ୍ଜୟ ବିଶ୍ୱାଳ (ବାବୁ) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ବାବୁ ରାଜନଗର-ଗୁପ୍ତି ରୋଡ୍ ରାସ୍ତା…

ମଞ୍ଚ ତଳକୁ ଖସି ଟଳି ପଡ଼ିଲା ପାପାଚାରୀ କଂସ, ସରିଲା ଧନୁଯାତ୍ରା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ସେତିକିବେଳେ ସମାପ୍ତି ଘଟିଥିଲା ଯେତେବେଳେ ଭଗବାନ…

ଓଡ଼ିଶାରେ ଗଠିତ ହେଲା ନୂଆ ରାଜନୈତିକ ସାମ୍ମୁଖ୍ୟ

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ବିଜେଡ଼ି ସରକାରକୁ କ୍ଷମତାଠୁ ଦୂରରେ ରଖିବାର ଶପଥ ନେଇ ଦୁଇଟି ଆଞ୍ଚଳିକ ଦଳ ସମତା କ୍ରାନ୍ତି ଦଳ ଓ ଉତ୍କଳ ଭାରତ ଦ୍ୱାରା ସୋମବାର ଦିନ ଏକ ନୂଆ ରାଜନୈତିକ ସାମ୍ମୁଖ୍ୟ ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ ଗଠିତ ହୋଇଛି । ନୂଆ ରାଜନୈତିକ ସାମ୍ମୁଖ୍ୟ ଘୋଷଣା…

ଭୋଟର ତାଲିକାରେ ୫ ଲକ୍ଷରୁ ଅଧିକ ନୂଆ ନାମ ସଂଯୁକ୍ତ: ସିଇଓ

ଭୁବନେଶ୍ୱର: ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଦ୍ୱାରା ଘୋଷିତ ହେବା ସହିତ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରା ପ୍ରାୟ ୫ ଲକ୍ଷ ନୂଆ ଭୋଟର ଅନ୍ତଭୃକ୍ତ ହୋଇଥିବା ଜଣାପଡ଼ିଛି । ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମୁଖ୍ୟ ନିର୍ବାଚନ…

କଂଗ୍ରେସ ଟିକେଟରେ ଭୋପାଳରୁ ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ କରିନା !

ଭୋପାଳ : ବଲିଉଡ ତାରକାମାନେ ରାଜନୀତିରେ ପାଦଥାପିବା କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ ଅନେକ ଅଭିନେତା ତଥା ଅଭିନେତ୍ରୀମାନେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ଏବେ ସେହି କ୍ରମରେ ବେବୋ ତଥା ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ ରାଜନୀତିରେ ଓହ୍ଲାଇବା…

ଚୌଦ୍ୱାରରେ ବସ୍ ଓଲଟି ଜଣେ ଯାତ୍ରୀଙ୍କ ମୃତ୍ୟୁ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ନିକଟବର୍ତ୍ତୀ କଜଳକଣା ରାସ୍ତାରେ ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ଜଣେ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର ଜାରି ରହିଛି । ପ୍ରାପ୍ତ ସୂଚନାନୁଯାୟୀ, ଏକ ଘରୋଇ ବସ ଅନୁଗୁଳରୁ ୫୦ରୁ ୬୦ ଯାତ୍ରୀଙ୍କୁ ନେଇ କଟକ…

ହାତୀପଲ ଆନ୍ଧ୍ରମୁହାଁ ହେବା ପରେ ରାୟଗଡା ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃଜାରି

ରାୟଗଡା : ରାୟଗଡା ଗ୍ରାମାଞ୍ଚଳରେ ପଶିଥିବା ହାତୀପଲ ଏବେ ଆନ୍ଧ୍ରପ୍ରଦେଶ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି । ଫଳରେ ଏହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃଜାରି ହେବାରୁ ଗ୍ରାମବାସୀମାନେ ଆଶ୍ୱସ୍ତୀ ଅନୁଭବ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି ୭ଟି ହାତୀ ଆନ୍ଧ୍ରପ୍ରଦେଶର…