ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉଦ୍ୟମ, ଫେରାଇ ଦେଲେ ବିକ୍ଷୋଭକାରୀ
ଥିରୁବନ୍ତପୁରମ୍ : କେରଳର ବହୁ ଚର୍ଚ୍ଚିତ ତଥା ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ବୁଧବାର ଦିନ ପ୍ରତ୍ୟୁଷରେ ୨ଜଣ ମହିଳା ପ୍ରବେଶ ଉଦ୍ୟମ କରିବା ଯୋଗୁଁ ସେଠାରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି ।
ଏହି ୨ ମହିଳା ଭକ୍ତ ବେସକ୍ୟାମ୍ପ ଅତିକ୍ରମ କରିବା ପରେ…