ଟ୍ରାକ୍ ମରାମତି କାର୍ଯ୍ୟ ଯୋଗୁଁ ରାୟଗଡାରେ ରେଳ ଚଳାଚଳ ବାଧାପ୍ରାପ୍ତ
ରାୟଗଡ଼ା : ଦକ୍ଷିଣ ଓଡିଶାର ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ରେଲୱେ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁ ଗୁରୁବାର ଦିନ ରେଳ ଚଳାଚଳ ଆଶିଂକ ପ୍ରଭାବିତ ହୋଇଛି।
ମିଳିଥିବା ସୂଚନାନୁଯାୟୀ ରେଳ ଟ୍ରକ୍ ନିରୀକ୍ଷକ ଦଳ ଉକ୍ତ ଟ୍ରାକ୍ ନିରୀକ୍ଷଣ କରୁଥିବା ବେଳେ ସିଙ୍ଗାପୁର…