ଚିଲିକାରେ ସରିଲା ପକ୍ଷୀ ଗଣନା, ବଢିଛି ବିଦେଶାଗତ ପକ୍ଷୀଙ୍କ ଆଗମନ
ବାଲୁଗାଁ : ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନାରେ ପ୍ରାୟ ଦେଢ଼ ଲକ୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି ।
ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଚିଲିକାରେ ପାଖାପାଖି ୧୮୧ ପ୍ରଜାତି ମଧ୍ୟରେ ସମୁଦାୟ ୧୦,୪୭,୯୬୮ଟି ବିଦେଶୀ ପକ୍ଷୀ ରହିଛନ୍ତି । ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦…