ରାଉରକେଲା: ସଡକ ଦୁର୍ଘଟଣାରେ ପୋଲିସ ଅଫିସରଙ୍କ ଶୋଚନୀୟ ମୃତ୍ୟୁ
ରାଉରକେଲା: ରାଉରକେଲା ବିର୍ସାମୁଣ୍ଡା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ନାମ ମନୋଜ ନାୟକ ଏବଂ ସେ ରାଉରକେଲା ସ୍ଥିତ କୁଆଁରମୁଣ୍ଡା ଫାଣ୍ଡି ରେ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ…