ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ସୁପ୍ରିମକୋର୍ଟ ଡ଼ିସେମ୍ବର ଶେଷ ସୁଦ୍ଧା ନୂଆ ଆମିକସ୍ କ୍ୟୁରିଙ୍କୁ ନିଯୁକ୍ତ କରିବେ
ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସ୍ତାବିତ ସଂସ୍କାର ତଦାରଖ କରିବାକୁ ସୁପ୍ରିମକୋର୍ଟ ଡ଼ିସେମ୍ବର ଶେଷ ସୁଦ୍ଧା ନୂତନ ଆମିକସ୍ କ୍ୟୁରୀଙ୍କୁ ନିଯୁକ୍ତି ଦେବାର ସୂଚନା ମିଳିଛି ।
ବର୍ତ୍ତମାନର ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣିୟମ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦବୀରୁ…