Latest Odisha News

BREAKING NEWS

ଝାରସୁଗୁଡା: ବାଣ ଗୋଦାମରେ ବିସ୍ଫୋରଣ ଘଟି ଜଣେ ମୃତ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ମିର୍ଧାଧେରା ନିକଟରେ ଥିବା ଏକ ବେଆଇନ ବାଣ କାରଖାନାରେ ଗୁରୁବାର ବିସ୍ଫୋରଣ ଘଟି ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକର ନାମ ସୁଶାନ୍ତ ଧୁର୍ବ ଏବଂ ତା ଘର ବ୍ରଜରାଜନଗର ସ୍ଥିତ ଜୁନାଡିହି ଅଞ୍ଚଳରେ ହୋଇଥିବା ନେଇ ସୁତ୍ରରୁ…

ବଙ୍ଗୀୟ ଅଭିନେତ୍ରୀଙ୍କୁ ବ୍ଲାକମେଲିଂ, ରାଜଧାନୀରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ଏକ ହୋଟେଲରୁ ବୁଦ୍ଧାଦିତ୍ୟ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କୁ ବୁଧବାର ରାତିରେ କମିଶନରେଟ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ ଗିରଫ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସେ ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କ ଘରୁ ୪ ମାସ ପୂର୍ବରୁ…

କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ଜଣ ମୃତ, ୨ଗୁରୁତର ଆହତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ ବାନେର ଠାରେ ବୁଧବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ୨ଜଣ ଗୁରୁତର ଆହତ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ…

ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡଙ୍ଗୀ, ବିଜେପିର ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବା ପରେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ବରିଷ୍ଠ ଅଧିକାରୀ ନିଜ ପଦବୀରୁ ଅବସର ପରେ ରାଜନୀତିରେ ପ୍ରବେଶ ନେଇ ବିଧିବଦ୍ଧ ଘୋଷଣା ପରେ…

ବିଶ୍ୱକପ୍ ହକି: ଆଜି ଆର୍ଜେଣ୍ଟିନା-ସ୍ପେନ୍ ଓ ଫ୍ରାନ୍ସ-ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ବିଶ୍ୱକପ୍ ପୁରୁଷ ହକି ପ୍ରତିଯୋଗିତାର ଆଜି ୨ୟ ଦିବସରେ ଅଲିମ୍ପିକ ଚମ୍ପିୟାନ ଆର୍ଜେଣ୍ଟିନା ଦଳ ୟୁରୋପିଆନ ଟିମ୍ ସ୍ପେନକୁ ଭେଟୁଥିବା ବେଳେ ଅନ୍ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ୍ ଫ୍ରାନ୍ସ ସହିତ ମୁକାବିଲା କରିବ । କଳିଙ୍ଗ ଷ୍ଟାଡ଼ିୟମରେ ସନ୍ଧ୍ୟା ୫ଟା ବେଳେ…

ପିଏସଏଲଭି-ସି୪୩ର ସଫଳ ଉତକ୍ଷେପଣ, କରିବ ପୃଥିବୀ ଅଧ୍ୟୟନ

ଶ୍ରୀହରିକୋଟା : ମହାକାଶକୁ ଉପଗ୍ରହ ଉତକ୍ଷେପଣ କରିବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)କୁ ଆଜି ଆଉ ଏକ ସଫଳତା ମିଳିଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ସକାଳ ୯ଟା ୫୮ ମିନିଟ ସମୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍(ପିଏସଏଲଭି) ସି-୪୩ ମହାକାଶ…

ଜମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଅବନ୍ତୀପୁରା ଅଞ୍ଚଳରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଅବନ୍ତୀପୁରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି…

ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ନେଇ ସମ୍ବଲପୁର ଓ ଅନ୍ୟାନ୍ୟ ଜିଲ୍ଲାରେ ୪୮ ଘଣ୍ଟିଆ ବନ୍ଦ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ନେଇ ଗୁରୁବାର ଦିନ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ବାର୍ ଆସୋସିଏସନ୍ ପକ୍ଷରୁ ୪୮ ଘଣ୍ଟିଆ ମହାବନ୍ଦ ଡ଼ାକରା ଦିଆଯାଇଛି । ଫଳରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଏହି ୪୮…

ଚମକିଲା ବାରବାଟୀ, ବିଶ୍ୱକପ୍ ଲାଗି ନବୀନ ଓ ଭାଇଚାରା ଲାଗି କଟକକୁ ପ୍ରଶଂସା କଲେ ସଲମାନ୍

କଟକ: ବଲିଉଡ଼ରେ ଭାଇଜାନ୍ ଭାବେ ପରିଚିତ ସୁପରଷ୍ଟାର୍ ସଲମାନ୍ ଖାନ୍ କଟକ ବାରବାଟୀରେ ପହଞ୍ଚିବା ପରେ ସମଗ୍ର ଷ୍ଟାଡ଼ିୟମର ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ବାରବାଟୀ ଷ୍ଟାଡ଼ିୟମରେ ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି ୨୦୧୮’ ର ଉଦଘାଟନୀ…

ହକି ବିଶ୍ୱକପ୍: ଆରମ୍ଭରୁ ଭାରତର ଦମଦାର୍ ବିଜୟ, ଦକ୍ଷିଣ ଆଫ୍ରିକା ୫-୦ରେ ପରାସ୍ତ

ଭୁବନେଶ୍ୱର: ଓଡ଼ିଶା ପୁରଷ ବିଶ୍ୱକପ ହକିରେ ଆୟୋଜକ ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କରି ଦମଦାର୍ ବିଜୟ ହାସଲ କରିଛି । ଭାରତ ମ୍ୟାଚର ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରି ମାତ୍ର ୧୨ ମିନିଟ ମଧ୍ୟରେ ୨ଟି ଗୋଲ ସ୍କୋର କରି ପାରିଥିଲା । ଭାରତୀୟ…