Latest Odisha News

BREAKING NEWS

ପୁଣି ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

ରାୟଗଡ଼ା : 'ଉତ୍କଳ ଭାରତ' ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ପୁଣି ଆକ୍ରମଣ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ରାୟଗଡ଼ା ଜିଲ୍ଲା କାଶୀପୁର ରେ ଆୟୋଜିତ ଏକ ସଭାମଞ୍ଚରେ ଖାରବେଳଙ୍କ ଉପରକୁ ଆକ୍ରମଣ କରିଛନ୍ତି ଜନୈକ ଯୁବକ। ଆକ୍ରମଣ ସମୟର ଏକ ଭିଡ଼ିଓକୁ ସୋସିଆଲ୍…

ଏବେ ସ୍ୱାଭାବିକ ଭାବେ ଚାଲିଛି ଓଡ଼ିଶା ବିଧାନସଭା

ଭୁବନେଶ୍ୱର: ଗତ ଚାରିଦିନ ଧରି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଶନିବାର ଗୃହ ସ୍ୱାଭାବିକ ଭାବେ ଚାଲିଥିବା ସୂଚନା ମିଳିଛି । ଶନିବାର ଦିନ ଗୃହରେ ବିରୋଧି ଦଳଙ୍କ ସମେତ ଶାସକ ଦଳର ସଦସ୍ୟମାନେ ପ୍ରଶ୍ନକାଳରେ କିମ୍ବା ମୁଲତବି ପ୍ରସ୍ତାବ ଏପରିକି…

୨ୟ ଦିନରେ ଐତିହାସିକ କଟକ ବାଲିଯାତ୍ରା

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିନ। ଐତିହାସିକ ପଟିଆବନ୍ଧ ନଦୀ ପଠାରେ ଆୟୋଜିତ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଚଳିତ ବର୍ଷ ୧୦ଦିନ ପାଇଁ ଆୟୋଜନ…

ପାରାଦ୍ୱୀପ: ଆନ୍ଧ୍ର ପୋଲିସଙ୍କୁ ଧରି ଥାନାକୁ ନେଲେ ଗ୍ରାମବାସୀ

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରଦ୍ୱୀପଗଡ଼ ଗାଁରେ ଗ୍ରାମବାସୀମାନେ କିଛି ସାଦା ପୋଷାକରେ ଥିବା ଆନ୍ଧ୍ରପ୍ରଦେଶ ପୋଲିସ କର୍ମଚାରୀଙ୍କୁ ଧରିନେଇ ଥାନାରେ ଦେବା ଘଟଣା ଏହି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନାନୁଯାୟୀ, ଏକ ଚେକ୍ ବାଉନ୍ସ ମାମଲାରେ…

ମ୍ୟାଟ୍ରିକ ପରବର୍ତ୍ତୀ ‘ଛାତ୍ରବୃତ୍ତି ପାଣ୍ଠି’ କେନ୍ଦ୍ରର କାଟ୍ ପ୍ରତିବାଦରେ ବିଜେଡିର ଧାରଣା

ଭୁବନେଶ୍ୱର : ରାଜ୍ୟରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପାଣ୍ଠି କେନ୍ଦ୍ର ସରକାର କାଟ୍ କରିବା ପ୍ରତିବାଦରେ ଶନିବାର ଦିନ ବିଜୁ ଜନତା ଦଳ ରାଜଭବନ ସମ୍ମୁଖରେ ୧୨ ଘଣ୍ଟିଆ ପ୍ରତୀକାତ୍ମକ ରିଲେ ଅନଶନରେ ଧାରଣ ଦେଇଛି । ଏହି ଧାରଣା ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା,…

ବାଲେଶ୍ୱର: ନୀଳଗିରି ଅଞ୍ଚଳ ଛାଡିଲେ ହାତୀପଲ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ କରୁଥିବା ହାତୀପଲକୁ ଶନିବାର ସକାଳୁ ସେହି ଅଞ୍ଚଳରୁ ବନ ବିଭାଗ ଘଉଡ଼ାଇବାରେ ସଫଳ ହୋଇଥିବା ନେଇ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଜା ବଜାଇ ଏବଂ ବାଣ ଫୁଟାଇ ହାତୀପଲକୁ ତିନିକୋଶିଆର ବୁଦୁସାହି ଜଙ୍ଗଲକୁ ଘଉଡ଼ାଇ…

ବାଲେଶ୍ୱର: ସନ୍ଦେହଜନକ ଅବସ୍ଥାରେ ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ସହରାଞ୍ଚଳର ଏକ ଅଟୋ ମଧ୍ୟରୁ ଶନିବାର ସକାଳୁ ଜଣେ ଅଟୋ ଚାଳକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଘଟଣାସ୍ଥଳରୁ ପୋଲିସ ଶବକୁ ଜବତ କରି ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ଅଟୋ ଚାଳକଙ୍କ ନାମ ଜୟନ୍ତ ଦାସ(୩୦) ବୋଲି ଜଣାପଡିଥିବା…

ରହସ୍ୟମୟ ଜ୍ୱାଳାମୁଖୀ ମନ୍ଦିର, ଏବେବି ଜଳୁଛି ସତୀଙ୍କ ଜିହ୍ୱା !

ଭୁବନେଶ୍ୱର: ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । କିମ୍ବଦନ୍ତୀ ସମ୍ବଳିତ ଏହାର ଏହାର ପ୍ରାଚୀନ ପରମ୍ପରା ତଥା ସଂସ୍କୃତିରେ ଭରି ରହିଛି ଅସଂଖ୍ୟ ପୌରାଣିକ କଥାବସ୍ତୁ ।…

ଶେଷରେ ଦାମ ଗଢିଲେ ନୂଆ ଦଳ, ବିଜୁ ସମତା କ୍ରାନ୍ତି ଦଳ

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହେବାର ପ୍ରାୟ ଅଢେଇ ମାସ ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ଶେଷରେ ଆନୁଷ୍ଠାନିକ ଭାବେ ତାଙ୍କର ନୂଆ ରାଜନୈତିକ ଦଳର ନାମ ଘୋଷଣା କରିଛନ୍ତି । ରାଜଧାନୀରେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦାମ ଆନୁଷ୍ଠାନିକ ଭାବେ ନୂତନ…

କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳା ଗର୍ଭଗୃହର ସୁରକ୍ଷା ନେଇ ଉଦବେଗ ବଢୁଛି

ଭୁବନେଶ୍ୱର: ଓଡ଼ିଶାର ପୁରୀ ଜିଲ୍ଲାରେ ସ୍ଥିତ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହର ସୁରକ୍ଷା ନେଇ ଏବେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ବିଶେଷଜ୍ଞ ଦଳ ମୁଖଶାଳାର ଗର୍ଭଗୃହରେ ଥିବା ବାଲି ଓ ପଥର ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବକ ମରାମତି…