Latest Odisha News

BREAKING NEWS

ଫ୍ୟାଶନ୍ ଟ୍ରେଣ୍ଡରେ ଲଙ୍ଗ୍ ବୁଟ୍ସ…

ଭୁବନେଶ୍ୱର: ଏବେ ମଡ଼ର୍ଣ୍ଣ ଲୁକ୍ସ ପାଇଁ ଲଙ୍ଗ୍ ବୁଟ୍ସକୁ ମହିଳାମାନେ ବେଶ୍ ପସନ୍ଦ କରିବାର ଦେଖାଯାଉଛି । ଯେକୌଣସି ସମୟରେ ପାଦକୁ ଆରାମ ଦେବା ପାଇଁ ମୋଜା ତ ପିନ୍ଧିବା ନିହାତି ଆବଶ୍ୟକ । କିନ୍ତୁ ଯଦି ଆପଣ ଲଙ୍ଗ୍ ବୁଟ୍ସ୍ ପିନ୍ଧୁଛନ୍ତି ତେବେ କେତେଗୁଡ଼ିଏ ଷ୍ଟାଇଲ୍ ପ୍ରତି ବିଶେଷ ଧ୍ୟାନ…

କ୍ରୋଧ ସମସ୍ୟାର ସମାଧାନ କରେନାହିଁ ବରଂ ମାନସିକ ଓ ଶାରୀରିକ ସ୍ତରରେ କ୍ଷତି କରିଥାଏ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ “କ୍ରୋଧ ସମ୍ବରଣ” ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । “କ୍ରୋଧ କୌଣସି ସମସ୍ୟାର ସମାଧାନ କରେ ନାହିଁ କିମ୍ବା ଏଥିରେ କିଛି ସୃଜନାତ୍ମକ…

ଅନୁଗୁଳରେ ବିଷାକ୍ତ ମଦ ପିଇ ୨ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମରେ ୨ଜଣ ମହିଳାଙ୍କର ରହସ୍ୟଜନକ ମୃତ୍ୟୁ ଏହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ମହିଳା ଦୁଇ ଜଣ ହେଲେ ସୁନ୍ଦରଗଡ଼ର ବୁୟାଣୀ ନାୟକ (୫୫) ଏବଂ ବିମଳା ନାୟକ (୫୦) । ମିଳିଥିବା…

ମହାନଦୀ ପୋଲ ଦୁର୍ଘଟଣାର ଯାଞ୍ଚ କରିବ ଆରଟିଓ ପ୍ୟାନେଲ୍

କଟକ: ମହାନଦୀ ପୋଲ ଉପରେ ବସ ଦୁର୍ଘଟଣା ହେବା ପରେ ବୁଧବାର ଦିନ ଏହି ଘଟଣାର ଯାଞ୍ଚ କରିବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ପକ୍ଷରୁ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି । କେଉଁ କାରଣରୁ ଏହି ଦୂର୍ଘଟଣା ଘଟିଲା ତାହାର ସଠିକ କାରଣ ସମ୍ପର୍କରେ ଯାଞ୍ଚ କରିବାକୁ ଏହି କମିଟି ଗଠନ…

ଓଡିଶା ବିଧାନସଭା ନଭେମ୍ବର ୨୩ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନକୁ ଆସନ୍ତା ନଭେମ୍ବର ୨୩ ତାରିଖ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ପ୍ରଦୀପ କୁମାର ଅମାତ । ମଙ୍ଗଳବାର ଦିନ ଉପଦେଷ୍ଟା କାର୍ଯ୍ୟକାରୀ କମିଟିର ବୈଠକ ପରେ ବାଚସ୍ପତି ଏହି ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର ୨୧ ଓ ୨୩…

# ମି ଠୁ: ଅଭିନେତା ଆଲୋକନାଥଙ୍କ ନାମରେ ଦାୟର ହେଲା ଦୁଷ୍କର୍ମ ମାମଲା

ମୁମ୍ବାଇ : ‘ମି ଠୁ’ ଜାଲରେ ଫସିଥିବା ଫିଲ୍ମ ଅଭିନେତା ତଥା ଲେଖକ ଆଲୋକ ନାଥଙ୍କ ନାମରେ ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇ ପୋଲିସ ବୁଧବାର ଦିନ ଏକ ଏତଲା ଦାୟର କରିଛି । ବରିଷ୍ଠ ପୋଲିସ ଅଧିକାରୀ ମନୋଜ ଶର୍ମାଙ୍କ କହିବାନୁଯାୟୀ ଓସିବାରା ପୋଲିସ ଲେଖିକା ବିନତା ନନ୍ଦାଙ୍କ ଅଭିଯୋଗକୁ ଆଧାର କରି…

କଟକ ଏସସିବି ମେଡ଼ିକାଲରେ ଅଗ୍ନିକାଣ୍ଡ, ହେମାଟୋଲୋଜି ବିଭାଗରେ ନିଆଁ ଲାଗିଲା

କଟକ: କଟକର ଏସସିବି ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ବୁଧବାର ଦିନ ସକାଳେ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲରେ ଥିବା ହେମାଟୋଲୋଜି ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର…

ବାଲେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ମୃତ ଓ ୮ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା-ହଳଦୀପଦା ବାଇପାସ୍ ନିକଟରେ ବୁଧବାର ସକାଳେ ଏକ ସ୍କର୍ପିଓକୁ ଟ୍ରକ୍ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାମ ନୀର ବୋରା ଜଣାପଡିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।…

ମହାନଦୀ ପୋଲ ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/କଟକ: କଟକ ମହାନଦୀ ପୋଲ ବସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । https://twitter.com/PMOIndia/status/1065074885737750529 ଏହି ଦୁଃଖଦାୟକ ଘଟଣାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ମୃତକଙ୍କ…

ଆଜି ‘ବଡ ଓଷା’, ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଭୁବନେଶ୍ୱର : କାର୍ତ୍ତି କ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ରେ ବଡ ଓଷା ପାଳନ ହେବା ଅବସରରେ ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ ହୋଇଉଠିଛି । ଭକ୍ତମାନେ ଏହି ଦିନ ବ୍ରତଧାରଣ ପୂର୍ବକୁ ଉପବାସ ରହି ପୂଜାର୍ଚ୍ଚନା କରିଥାନ୍ତି । ଏହି ଦିନ ଭୋଳା ଶଙ୍କରଙ୍କ ପାଖରେ ଏକ ସ୍ୱତନ୍ତ୍ର ପୀଠା ଭୋଗ…