ଉତ୍କୋଚ ମାମଲାରେ ପୂର୍ବତନ ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡି ଗିରଫ
ବେଙ୍ଗାଲୁରୁ: ପୂର୍ବତନ ବିଜେପି ମନ୍ତ୍ରୀ ଜି ଜନାର୍ଦ୍ଦନ ରେଡ୍ଡିଙ୍କୁ ରବିବାର ଦିନ ବେଙ୍ଗାଲୁରୁ କ୍ରାଇମ ବ୍ରାଞ୍ଚ ପୋଲିସ ଆମ୍ବିଏଣ୍ଟ୍ ଗ୍ରୁପ ଲାଞ୍ଚ କାରବାର ମାମଲାରେ ଗିରଫ କରିଛି ।
ବେଲାରୀ ଖଣି ସମ୍ରାଟ ଭାବେ ପରିଚିତ ଜି ଜନାର୍ଦ୍ଦନ ରେଡ୍ଡି ଓ ତାଙ୍କର ସହଯୋଗୀ ଅଲ୍ଲୀ ଖାନଙ୍କୁ…